ARTICLE AD BOX
11 Years Of Struggle: Widow Of Govt Employee Seeks Justice In Nabarangpur | Argus News ସରକାରୀ ଚାକିରିଆ ସ୍ବାମୀଙ୍କ ଦେହାନ୍ତ ପରେ ଅଭାବ ଅନଟନରେ କଟୁଛି ଦିନ । ୧୧ବର୍ଷ ପରେ ବି ମିଳୁନି କୌଣସି ସହାୟତା । କେବଳ ଦପ୍ତରରୁ ଦପ୍ତର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ବେତଝରଣ ଗ୍ରାମର ୫୦ ବର୍ଷୀୟା ସବିତା ବିଷୋୟୀ । ୨୦୧୨ ମସିହାରେ ଝରୀଗାଁ ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ଚାକିରି ଆରମ୍ଭ କରିଥିଲେ ସବିତାଙ୍କ ସ୍ବାମୀ ପଦ୍ମନ ବିଷୋୟୀ । ପରେ ତାଙ୍କର କୋଷାଗୁମୁଡା ବ୍ଲକକୁ ବଦଳି କରାଯାଇଥିଲା । କିନ୍ତୁ ୨୦୧୫ରେ ହଠାତ୍ ଅସୁସ୍ଥ ହୋଇ ଆଖି ବୁଜିଥିଲେ । ଆଉ ସେହିଦିନଠାରୁ ଅନ୍ଧାରରେ ବୁଡ଼ିଗଲା ପୁରା ପରିବାର । After the death of her government employee husband, she is spending her days in poverty. After 11 years, she has not received any help. 50-year-old Sabita Bisoyi of Betjharan village of Papadahandi block of Nabarangpur district has become a lifeless woman, running from office to office. Sabita's husband Padman Bisoyi started working as a Panchayat Niravshi Officer in Jharigaon block in 2012. Later, he was transferred to Kosagumuda block. But in 2015, he suddenly fell ill and lost his eyesight. And from that day, the entire family was plunged into darkness. #Nabarangpur #OdishaNews #WidowStruggle #GovtApathy #SocialJustice #PEO #FinancialCrisis #NabarangpurNews #HumanInterest #OdishaGovernment #HelpSabitaBisoyi #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
6


