400+ Auto Permits Cancelled Over Master Canteen Violence | RTO Issues Notices | Argus News

1 week ago 2
ARTICLE AD BOX


400+ Auto Permits Cancelled Over Master Canteen Violence | RTO Issues Notices | Argus News ଙ୍ଗାରୁଜା ଘଟଣାରେ ପରିବହନ ବିଭାଗ କଡ଼ା ପଦକ୍ଷେପ ଗ୍ରହଣ କରିଛି। ରାସ୍ତା ଅବରୋଧ ପାଇଁ ବ୍ୟବହୃତ ୪୦୦ରୁ ଉର୍ଦ୍ଧ୍ୱ ଅଟୋରିକ୍ସାକୁ ପୋଲିସ ଚିହ୍ନଟ କରି ଜବତ କରିବା ପରେ, ସେଗୁଡ଼ିକର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଭଙ୍ଗାରୁଜା ଘଟଣାରେ ୪୦୦ରୁ ଊର୍ଦ୍ଧ୍ୱ ଅଟୋର ପରମିଟ୍ ରଦ୍ଦ । ମାଷ୍ଟରକ୍ୟାଣ୍ଟିନ୍ ଛକରେ ବେଆଇନ ରାସ୍ତାରୋକ, ବିଶୃଙ୍ଖଳା ଏବଂ 'ଆମ ବସ୍' ସମେତ ଅନେକ ସରକାରୀ ସମ୍ପତ୍ତି ଭପରମିଟ୍ ବାତିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସାଧାରଣ ଯାତାୟାତରେ ଗୁରୁତର ବ୍ୟାଘାତ ସହ ଆମ ବସ୍‌ ଓ ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି । ଭୁବନେଶ୍ୱର-୧ RTO ପକ୍ଷରୁ ସମ୍ପୃକ୍ତ ଅଟୋ ମାଲିକଙ୍କୁ 'କାରଣ ଦର୍ଶାଅ' ନୋଟିସ୍ ଜାରି ହୋଇଛି । The Transport Department has taken strict action in the roadblock incident. After the police identified and seized more than 400 autorickshaws used for roadblocking, more than 400 auto permits have been cancelled for their vandalism at Master Canteen Square. The process has been initiated to cancel the permits of many government properties including illegal roadblocks, chaos and 'Aam Bus' at Master Canteen Square. Along with serious disruption in normal traffic, Aam Bus and government property have been damaged. Bhubaneswar-1 RTO has issued 'Show Cause' notices to the concerned auto owners. #Bhubaneswar #MasterCanteen #AutoPermitCancelled #RTOBhubaneswar #MoBus #OdishaPolice #ActionAgainstViolence #BhubaneswarNews #AutoAssociation #TransportDepartment #LawAndOrder #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.