ARTICLE AD BOX
55 Kg Ganja Seized At Bhubaneswar Railway Station; GRP & RPF Arrest 2 Smugglers | Argus News ଟ୍ରେନରେ ହେଉଥିଲା ଗଞ୍ଜେଇ ଚାଲାଣ । ଭୁବନେଶ୍ବରରୁ ମୁମ୍ବାଇ ଯାଉଥିଲା ଗଞ୍ଜେଇ । GRP ଓ RPF ର ମିଳିତ ଟିମ ଷ୍ଟେସନରେ ମାଡ଼ି ବସିଲେ । ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୫୫ କେଜି ଗଞ୍ଜେଇ ଜବତ । ୪ଟି ଟ୍ରଲି ବ୍ୟାଗରେ ଚାଲାଣ ହେଉଥିଲା ଗଞ୍ଜେଇ । ଷ୍ଟେସନ ଭିତରେ ଦୁଇଜଣ ବ୍ୟକ୍ତି ଟ୍ରଲି ବ୍ୟାଗ ନେଇ ଯାଉଥିବା ବେଳେ ସନ୍ଦେହ କରି ଅଟକାଇଥିଲା GRP ପୋଲିସ । ତଲାସୀ ବେଳେ ୪ଟି ଟ୍ରଲି ବ୍ୟାଗରୁ ୫୫ କେଜି ଗଞ୍ଜେଇ ଜବତ ହୋଇଛି । In a major crackdown on drug trafficking, the GRP and RPF teams seized 55 kg of Ganja at the Bhubaneswar Railway Station. The contraband was being smuggled from Ganjam to Mumbai in four trolley bags. Acting on suspicion, the officials intercepted two individuals—Subodh Modi from Bihar and Rahul Kumar Bhuyan from Ganjam—and recovered the narcotics. Preliminary investigation reveals that the duo has been involved in such activities previously. Watch this report for more details on the operation and the investigation. #Bhubaneswar #GanjaSeizure #RailwayPolice #OdishaCrime #DrugTrafficking #SmugglingBusted #GRP #RPF #BhubaneswarNews #GanjamToMumbai #Narcotics #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
1


