ARTICLE AD BOX
70-Ft Breach in Kendrapara Embankment | Thousands of Hectares Flooded in Rajkanika | Argus News କେନ୍ଦ୍ରାପଡ଼ାରେ ବୈତରଣୀ ଓ ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ଜଳ ଆସିବା ପରେ ଚିନ୍ତା ବଢ଼ିଛି। ରାଜକନିକା ବ୍ଲକ ଅନ୍ତର୍ଗତ ବାରହା ଦୋମଣ୍ଡ ପଞ୍ଚାୟତର କାଇମା କନପୁରୁରୁ ଗୁଣ୍ଠଳ ଲୁଣା ଘେରି ବନ୍ଧରେ ସୃଷ୍ଟି ହୋଇଛି ୭୦ ଫୁଟର ଘାଇ । ଭୟ ଭିତରେ ଗୁଣ୍ଠଳ, ମାନପୁରୁ ଓ ଦୋମଣ୍ଡ ଗାଁ ଲୋକେ। ହଜାର ହଜାର ହେକ୍ଟର ଚାଷ ଜମିରେ ମାଡି ଗଲା ବନ୍ୟା ପାଣି Concerns have increased after flood water entered Baitarani and Kharasrota, Brahmani and Kani rivers in Kendrapara. A 70-foot gap has been created in the embankment surrounding Gunthal Luna from Kaima Kanpuru of Baraha Domand panchayat under Rajkanika block. People of Gunthal, Manpuru and Domand villages are in fear. Thousands of hectares of farmland have been inundated with flood water #KendraparaFlood #OdishaFloodUpdate #RajkanikaNews #BaitaraniFlood #RiverBreach #OdishaMonsoon #FloodAlertOdisha #KharasrotaRiver #CropDamage #OdishaDisaster #KendraparaNews #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
2


