ARTICLE AD BOX
ଆପଣ କେବେ ଭାବିଛନ୍ତି କି ? କାହିଁକି ୧୫ ଅଗଷ୍ଟକୁ ଦେଶ ସ୍ବାଧିନତା ପାଇଁ ବଛାଯାଇଥିଲା ? ଏହା ପଛର କାହାଣୀ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଇତିହାସର ସେହି ରୋଚକ ଅଧ୍ୟାୟ ବିଷୟରେ ଜାଣିବା।
ଅଗଷ୍ଟ ୧୫ ଭାରତୀୟଙ୍କ ପାଇଁ ଏହା କେବଳ ଏକ ତାରିଖ ନୁହେଁ ବରଂ ଗର୍ବ ଓ ସ୍ୱାଭିମାନର ଦିନ। ଯେଉଁଦିନ ଭାରତର ବୀରମାନଙ୍କ ଆଗରେ ନତମସ୍ତକ ହୋଇଥିଲେ ଗୋରା ସାହେବ। ଅଧରାତିରେ ଦେଶ ଛାଡ଼ିବାକୁ ହୋଇଥିଲେ ବାଧ୍ୟ। ତେବେ ଭାରତ ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇବାର ୭୯ ବର୍ଷ ବିତିଗଲାଣି। ତଥାପି ପ୍ରତ୍ୟେକ ଭାରତୀୟ ନିଜ ମନ ଭିତରେ ଏହି କଥାକୁ ସମାହିତ କରି ରଖିଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ? କାହିଁକି ୧୫ ଅଗଷ୍ଟକୁ ଦେଶ ସ୍ବାଧିନତା ପାଇଁ ବଛାଯାଇଥିଲା ? ଏହା କ୍ୟାଲେଣ୍ଡରରେ କେବଳ ଏକ ତାରିଖ ନଥିଲା। ଏହା ପଛରେ ଦୃଢ ରାଜନୀତି, ବ୍ରିଟିଶ ସାମ୍ରାଜ୍ୟର ଦୁର୍ବଳତା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମୃତି ରହିଛି , ଯାହାର କାହାଣୀ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଇତିହାସର ସେହି ରୋଚକ ଅଧ୍ୟାୟ ବିଷୟରେ ଜାଣିବା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
6


