Accident: ଟ୍ରକ-ଟ୍ରଲର ମୁହଁlମୁହିଁ ଧକ୍କା, ଚାଳକ ମୃତ

4 days ago 3
ARTICLE AD BOX

କୁଆଳୋ ପଞ୍ଚାୟତ ପରମହଂସପୁର ସୂର୍ଯ୍ୟ ଢାବା ସମ୍ମୁଖ ବୁଲାଣିରେ ବିଳମ୍ବିତ ରାତିରେ ଟ୍ରକ୍ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି।

 (sambad.in) A head-on collision occurred between a truck and a trailer Photograph: (sambad.in)

ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କୁଆଳୋ ପଞ୍ଚାୟତ ପରମହଂସପୁର ସୂର୍ଯ୍ୟ ଢାବା ସମ୍ମୁଖ ବୁଲାଣିରେ ବିଳମ୍ବିତ ରାତିରେ ଟ୍ରକ୍ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି।

ପୁଲିସ ପକ୍ଷରୁ ତଦନ୍ତ ଜାରି

ଖବର ପାଇ ପର୍ଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଦୁର୍ଘଟଣାର କାରଣ ଏବଂ ମୃତକଙ୍କ ପରିଚୟ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

District Collector: ଅଧିକାରୀଙ୍କ ତୁଟୁନି ରାଉରକେଲା ମୋହ:  ବଦଳିର ୧୦ ମାସ ପରେ ଉପଜିଲ୍ଲାପାଳ, ୧୮ ମାସ ପରେ ଫେରିଛନ୍ତି ଜିଲ୍ଲାପାଳ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.