Accident: ଡିଭାଇଡରରେ ଧକ୍କା ହୋଇ ଜଳିଗଲା ଟ୍ରକ

1 week ago 3
ARTICLE AD BOX

ଡିଭାଇଡରରେ ଧକ୍କା ହୋଇ ଓଲଟିପଡିଲା ଟ୍ରକ | ଆଉ ଦେଖୁଦେଖୁ ନିଆଁ ଲାଗିଗଲା | ସୋନପୁର -ଵିନିକା ମୁଖ୍ୟ ରାସ୍ତାରେ ବିଳମ୍ବିତ ରାତିରେ ଏକ ଦାନା ବୋଝେଇ ଟ୍ରକ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡି ଦୁର୍ଘଟଣା ଘଟିଥିଲା

 ଡିଭାଇଡରରେ ଧକ୍କା ହୋଇ ଜଳିଗଲା ଟ୍ରକ

ବିନିକା: ଡିଭାଇଡରରେ ଧକ୍କା ହୋଇ ଓଲଟିପଡିଲା ଟ୍ରକ | ଆଉ ଦେଖୁଦେଖୁ ନିଆଁ ଲାଗିଗଲା | ସୋନପୁର -ଵିନିକା ମୁଖ୍ୟ ରାସ୍ତାରେ ବିଳମ୍ବିତ ରାତିରେ ଏକ ଦାନା ବୋଝେଇ ଟ୍ରକ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗିଯାଇଥିଲା |

ଆହୁରି ପଢନ୍ତୁ: Paradip Port: ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏନେଇ ଜଣାପଡିବା ପରେ ବିନିକା ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକଟି ସୋନପୁରରୁ ବରଗଡକୁ ଯାଉଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ତେବେ ଟ୍ରକ ଓଲଟି ପଡିବା ଯୋଗୁଁ ରାସ୍ତା ଉପରେ ଦାନା ଵସ୍ତା ପଡ଼ିଯାଇଥିଲା। ଯାହା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.