Accident: ଢେଙ୍କାନାଳରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ପଛରେ ପିଟିଲା ଯାତ୍ରୀବାହୀ ବସ୍, ୩ ଗୁରୁତର

2 weeks ago 6
ARTICLE AD BOX

ଆଜି ଭୋର ୫ଟା ସମୟରେ ୫୫ ନଂ ଜାତୀୟ ରାଜପଥ ନିମବାହାଳି ଛକ ନିକଟରେ ଛିଡ଼ା ହୋଇ ରହିଥିବା ଏକ ଟ୍ରକ୍ ପଛରେ ଗୋଟିଏ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଫଳରେ ବସ୍ ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଥିଲେ।

 (sambad.in) accident at nimabahali chhak Photograph: (sambad.in)

ଓଡ଼ାପଡ଼ା: ଆଜି ଭୋର ୫ଟା ସମୟରେ ୫୫ ନଂ ଜାତୀୟରାଜପଥ ନିମବାହାଳି ଛକ ନିକଟରେ ଛିଡ଼ା ହୋଇ ରହିଥିବା ଏକ ଟ୍ରକ୍ ପଛରେ ଗୋଟିଏ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଫଳରେ ବସ୍ ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଥିଲେ। ଜଣଙ୍କର ଗୋଟିଏ ହାତ ଛିଡ଼ି ପଡ଼ି ଶରୀରରୁ ଅଲଗା ହୋଇ ଯାଇଥିବା ଜଣାପଡ଼ିଛି। 

ଘଟଣାସ୍ଥଳରେ ମୋଟଙ୍ଗା ପୁଲିସ

ଖବର ପାଇ ମୋଟଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇ ଦୁର୍ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଟାଟା ଷ୍ଟିଲ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ଏହି ବସ୍ ରେ ଯାଉଥିବା ଜଣାପଡ଼ିଛି।

New Elephant Calf: ବେତନଟୀରେ ୫୧ ହାତୀଙ୍କ ମେଳରେ ନୂଆ ଅତିଥି, ନବଜାତ ଶାବକକୁ ଜଗିଛନ୍ତି ୩ ଦନ୍ତା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.