ARTICLE AD BOX
ଚଳିତ ଏସୀୟ ପାରା କ୍ରୀଡ଼ରେ ବୁଧବାର ପୁରୁଷ ସଟ୍ପୁଟ୍ ଏଫ୍୪୬ରେ ଭାରତ ସବୁତକ ପଦକ ପୋଛି ନେଇ ଐତିହାସିକ ସଫଳତା ପାଇଛି। ସଚିନ ସର୍ଜେରାଓ ଖିଲାରି ଗେମ୍ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିଲା ବେଳେ ମହମ୍ମଦ ୟାସିର ରୌପ୍ୟ ଓ ପ୍ରବୀଣ କାଂସ୍ୟ ପାଇଥିଲେ।
Sachin Sarjerao Khilariନାଗୋୟା: ଚଳିତ ଏସୀୟ ପାରା କ୍ରୀଡ଼ରେ ବୁଧବାର ପୁରୁଷ ସଟ୍ପୁଟ୍ ଏଫ୍୪୬ରେ ଭାରତ ସବୁତକ ପଦକ ପୋଛି ନେଇ ଐତିହାସିକ ସଫଳତା ପାଇଛି। ସଚିନ ସର୍ଜେରାଓ ଖିଲାରି ଗେମ୍ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିଲା ବେଳେ ମହମ୍ମଦ ୟାସିର ରୌପ୍ୟ ଓ ପ୍ରବୀଣ କାଂସ୍ୟ ପାଇଥିଲେ। ସଚିନ ୧୫.୮୭ ମିଟର ସଟ୍ପୁଟ୍ ଫିଙ୍ଗି ଗେମ୍ ରେକର୍ଡ (୧୫.୬୭ ମିଟର) ଭାଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ପଛକୁ ୟାସିର (୧୫.୦୬) ଓ ପ୍ରବୀଣ (୧୪.୯୪) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ୍ କରିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

6 days ago
5


