ARTICLE AD BOX
ଭୁବନେଶ୍ବର ଉପକଣ୍ଠ ପଥରଗାଡ଼ିଆରେ ବୋମାମାଡ଼କୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୫ରୁ ଅଧିକ ଦୁର୍ବୃତ୍ତ ଗାଁରେ ବୋମା ଫିଙ୍ଗି ଆତଙ୍କ ଖେଳାଇଛନ୍ତି।
Representational image. Photograph: (sambad.in)ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ପଥରଗାଡ଼ିଆରେ ବୋମାମାଡ଼କୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୫ରୁ ଅଧିକ ଦୁର୍ବୃତ୍ତ ଗାଁରେ ବୋମା ଫିଙ୍ଗି ଆତଙ୍କ ଖେଳାଇଛନ୍ତି। ଏହାକୁ ନେଇ ଗାଁ ଲୋକେ ପାଲଟା ଆକ୍ରମଣ କରିବାରୁ ବୋମା ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟ ଓ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

5 days ago
5


