Baba Aniruddhacharya: ଦିନେ ମାଗୁଥିଲେ ଭିକ ଆଜି କୋଟି କୋଟି ଲୋକଙ୍କ ପ୍ରିୟ ମହାରାଜ

6 days ago 6
ARTICLE AD BOX

ଦିନେ ଦାରିଦ୍ର୍ୟ ଓ ସଂଘର୍ଷ ଭିତରେ ବିତୁଥିଲା ଜୀବନ ଆଜି କୋଟି କୋଟି ଲୋକଙ୍କ ପ୍ରିୟ ବାବା ଅନିରୁଦ୍ଧାଚାର୍ଯ୍ୟ। ନିଜର ନିଆରା ପ୍ରବଚନ ଶୈଳୀରେ ଜିଣିଛନ୍ତି ଲୋକଙ୍କ ମନ। ତେବେ କେମିତି ଥିଲା ତାଙ୍କ ପିଲାଦିନ ଓ ସଂଘର୍ଷର କାହାଣୀ?

ବାବା ଅନିରୁଦ୍ଧାଚାର୍ଯ୍ୟ। ସୋସିଆଲ ମିଡ଼ିଆର ଏକ ପରିଚିତ ଚେହେରା। ତାଙ୍କ ପ୍ରବଚନ ଶୁଣିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ। ଆଧ୍ୟାତ୍ମିକ କଥାବାର୍ତ୍ତା ହେଉ କି ଜୀବନର ଅନୁଭୂତି ନିଆରା ଶୈଳୀରେ ସେ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଛନ୍ତି। ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ଅନେକ ଫଲୋୟର୍ସ ରହିଛନ୍ତି। ହେଲେ ଆଜିର ଏହି ଲୋକପ୍ରିୟତା ପଛରେ ତାଙ୍କର ସଂଘର୍ଷର ଏକ ଲମ୍ବା କାହାଣୀ ଲୁଚି ରହିଛି। ତେବେ କେମିତି ଥିଲା ଅନିରୁଦ୍ଧାଚାର୍ଯ୍ୟଙ୍କ ପିଲାଦିନ? କେଉଁ ପରିସ୍ଥିତି ତାଙ୍କୁ ଜୀବନରେ ସଂଘର୍ଷ କରିବାକୁ ବାଧ୍ୟ କରିଥିଲା ? ଆସନ୍ତୁ ତାଙ୍କ ଜୀବନର ଅକୁହା କାହାଣୀ ବିଷୟରେ ଜାଣିବା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.