ARTICLE AD BOX
Baitarani Flood: 50ft Breach In Anandpur Ring Road; Wards Submerged | Argus News ଲଗାଣ ବର୍ଷାରେ ବେହାଲ ଆନନ୍ଦପୁର। ବୈତରଣୀ ନଦୀରେ ବନ୍ୟାଜଳ ଆସି ଆନନ୍ଦପୁର ରିଙ୍ଗ ରୋଡରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି। ଗତ ବନ୍ୟାରେ ମଧ୍ୟ ଏହିଠାରେ ଘାଇ ସୃଷ୍ଟି ହୋଇଥିଲା। ମରାମତି ହୋଇଥିବା ସ୍ଥାନରେ ପୁଣି ଥରେ ଘାଇ ସୃଷ୍ଟି ହୋଇଛି। ଆନନ୍ଦପୁର ମ୍ୟୁନିସିପାଲିଟିର ୫,୬ ଓ ୭ ନଂ ୱାର୍ଡରେ ବନ୍ୟା ଜଳ ପ୍ରବେଶ କରିଛି। ଗତ ବନ୍ୟାରେ ଏହି ସ୍ଥାନରେ ଘାଇ ହୋଇ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିଲା। ଏହା ପରେ ମଧ୍ୟ ସଜାଗ ହୋଇନି ପ୍ରଶାସନ। Heavy rains have led to a critical flood situation in Anandpur as the Baitarani river breached its embankment. A massive 50-foot breach has occurred on the Anandpur Ring Road at the exact same location that failed during the previous flood. Consequently, floodwaters have gushed into wards 5, 6, and 7 of the Anandpur Municipality, causing widespread panic. Residents are expressing anger over administrative negligence, recalling a tragic death that occurred at this spot during the last floods. Authorities are currently monitoring the situation as the water continues to rise in the residential areas. #AnandpurFlood #BaitaraniRiver #OdishaFlood #BreakingUpdate #KeonjharNews #EmbankmentBreach #HeavyRain #FloodAlert #AdministrativeNegligence #AnandpurMunicipality #OdishaWeather #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
8


