ARTICLE AD BOX
Baitarani River Embankment Breaches at Dasarathpur; 4th Flood Hits Jajpur Hard | Argus News ବୈତରଣୀରେ ଚତୁର୍ଥ ବନ୍ୟା ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଜଳସ୍ତର ବୃଦ୍ଧି ହେତୁ ଗାଁ ଦାଣ୍ଡରେ ପୁଣି ବନ୍ୟା ପାଣି ଲହଡି ମାରୁଛି । ଅନେକ ପରିବାର ଏବେବି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ତ ଆଉ କିଛି ପରିବାର ଆଶ୍ରୟସ୍ଥଳୀ ଓ ଛାତ ଉପରେ ଜୀବନ କାଟୁଛନ୍ତି। ବିଳମ୍ୱିତ ରାତ୍ରରେ ଦଶରଥପୁର ବ୍ଲକ କୁଆଁରପୁର ଠାରେ ବୈତରଣୀ ନଦୀର ୪୦ପ୍ରତିଶତ ବନ୍ଧ ଧସିଯାଇଛି । The fourth flood in Baitarani has broken the backbone of the people. Due to the rising water level, flood water is again flooding the village streets. Many families have still taken shelter on the embankment, while some families are spending their lives on the shelters and roofs. Late last night, 40 percent of the embankment of Baitarani river at Kuanpur in Dasharathpur block has collapsed. #BaitaraniFlood #OdishaFloods #JajpurNews #FlashFlood #OdishaDisaster #RiverEmbankment #FloodAlert #BaitaraniRiver #OdishaRain #EmergencyAlert #FloodVictims #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
6


