ARTICLE AD BOX
Bangladesh Presidential Election 2026 | Voting After 35 Years | Mirza Fakhrul vs Oli Ahmed | Argus News ଦୀର୍ଘ ୩୫ ବର୍ଷର ପରେ ବାଂଲାଦେଶ ସଂସଦରେ ନୂଆ ରାଷ୍ଟ୍ରପତି ଚୟନ ପାଇଁ ଆଜି ହେବ ଭୋଟ୍ ଗ୍ରହଣ। ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଏହି ପଦବୀ ପାଇଁ ଆଜି ୩୪୯ ଜଣ ସାଂସଦ ମତଦାନ କରିବେ। ଶାସକ BNP ଦଳର ପ୍ରାର୍ଥୀ ମିର୍ଜା ଫଖରୁଲ୍ ଇସଲାମ ଆଲାମଗିର ଏବଂ ବିରୋଧୀ ଜମାତ-ଇ-ଇସଲାମୀ ମେଣ୍ଟର କର୍ଣ୍ଣେଲ ଓଲି ଅହମ୍ମଦଙ୍କ ମଧ୍ୟରେ ଏହି ସିଧାସଳଖ ଲଢ଼େଇ ହେଉଛି। Bangladesh's parliament will vote today to elect a new president after 35 years. The post fell vacant after the resignation of former President Mohammad Shahabuddin, with 349 lawmakers voting today. The contest is between Mirza Fakhrul Islam Alamgir, the candidate of the ruling BNP, and Colonel Oli Ahmed, the mentor of the opposition Jamaat-e-Islami. #BangladeshElection #PresidentialPolls2026 #MirzaFakhrul #BangladeshPolitics #BNP #OliAhmed #JatiyaSangsad #Bangabhaban #WorldNews #BreakingNews #ArgusNews #OdiaNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
4


