ARTICLE AD BOX
Bengaluru Shocking Incident: Civil Engineer Kills Software Engineer Wife, Commits Su**ide ବେଙ୍ଗାଲୁରୁରେ ଅଭାବନୀୟ ଘଟଣା । ସଫ୍ଟୱେର୍ ଇଞ୍ଜିନିୟର ପତ୍ନୀଙ୍କୁ ମାଡ଼ ମାରି ଓ ଶ୍ବାସରୋଧ କରି ହତ୍ୟା କଲା ସିଭିଲ୍ ଇଞ୍ଜିନିୟର ସ୍ୱାମୀ । ହତ୍ୟା ପରେ ଆତ୍ମହତ୍ୟା କରିଥିବା ସୂଚନା । ବେଙ୍ଗାଲୁରୁରେ ଦମ୍ପତିଙ୍କ ମଧ୍ୟରେ ହୋଇଥିବା ବଚସା ନେଇଥିଲା ଭୟଙ୍କର ରୂପ । ବୁଧବାର ରାତିରୁ ଗୁରୁବାର ସକାଳ ଭିତରେ ଉଭୟ ସ୍ୱାମୀ-ପତ୍ନୀଙ୍କର ମୃତ୍ୟୁ ହୋଇଛି। ମୃତଦମ୍ପତି ହେଲେ ସିଭିଲ୍ ଇଞ୍ଜିନିୟର ସୁମନ୍ତ ଜୈନ ଓ ତାଙ୍କ ପତ୍ନୀ ତଥା ପଦ୍ମାବତୀ। ବିବାଦ ସମୟରେ ସୁମନ୍ତ ପତ୍ନୀ ପଦ୍ମାବତୀଙ୍କ ମୁହଁକୁ ମାଡ଼ ମାରିବା ସହ ଏକ ତକିଆ ସାହା୍ୟତାରେ ଶ୍ୱାସରୋଧ କରିଥିବା ଅଭିଯୋଗ ହୋଇଛି। A shocking incident in Bengaluru. A civil engineer's husband beat and strangled his software engineer wife to death. It is reported that he committed suicide after the murder. A quarrel between a couple in Bengaluru took a horrific turn. Both the husband and wife died between Wednesday night and Thursday morning. The deceased couple are civil engineer Sumant Jain and his wife Padmavati. During the dispute, Sumant allegedly slapped his wife Padmavati on the face and strangled her with the help of a pillow. #BengaluruNews #CrimeNews #ShockingIncident #EngineerCoupleDeath #BangaloreCrime #DomesticViolence #MurderSuicide #RajagopalNagarPolice #ITCityNews #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
4


