Boat capsize: ପ୍ରବାସୀଙ୍କ ଡଙ୍ଗା ବୁଡ଼ିଲା; ୧୫ ଶିଶୁଙ୍କ ସମେତ ୧୦୯ ଜଣଙ୍କ ମୃତ୍ୟୁ

2 weeks ago 6
ARTICLE AD BOX

ଦକ୍ଷିଣ ଆଫ୍ରିକାର ଡିଜିବୁଟି ଉପକୂଳରେ ପ୍ରବାସୀମାନଙ୍କର ଡଙ୍ଗା ବୁଡ଼ିଛି। ଯାତ୍ରୀବାହୀ ଡଙ୍ଗା ବୁଡ଼ିବା କାରଣରୁ ୧୦୯ ଜଣ ପ୍ରବାସୀ ନାଗରିକଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ୧୫ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। ପ୍ରବାସୀମାନଙ୍କର ଅନ୍ତର୍ଜାତୀୟ ସଂଗଠନ...

 ପ୍ରବାସୀଙ୍କ ଡଙ୍ଗା ବୁଡ଼ିଲା; ୧୫ ଶିଶୁଙ୍କ ସମେତ ୧୦୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଡିଜିବୁଟି ଉପକୂଳରେ ପ୍ରବାସୀମାନଙ୍କର ଡଙ୍ଗା ବୁଡ଼ିଛି। ଯାତ୍ରୀବାହୀ ଡଙ୍ଗା ବୁଡ଼ିବା କାରଣରୁ ୧୦୯ ଜଣ ପ୍ରବାସୀ ନାଗରିକଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ୧୫ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। ପ୍ରବାସୀମାନଙ୍କର ଅନ୍ତର୍ଜାତୀୟ ସଂଗଠନ ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ, ଡଙ୍ଗାରେ ୩୦୫ ଜଣ ପ୍ରବାସୀ ଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.