ARTICLE AD BOX
/sambad/media/media_files/2026/10/26/new-project-2026-10-26-06-49-25.jpg)
ବ୍ରାସିଲିଆ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋର ବିରୋଧୀ ବ୍ରାଜିଲ ନିର୍ବାଚନରେ ଅଦ୍ଭୁତପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ବ୍ରାଜିଲର ନିର୍ବାଚନ କର୍ତ୍ତୃପକ୍ଷ ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କୁ ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟର ବିଜୟୀ ଘୋଷଣା କରିଛନ୍ତି। ଏହି ବିଜୟ ସହିତ ଲୁଲା ସେନେଟର ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ଦେଶରେ ଚତୁର୍ଥ ଥର ପାଇଁ କ୍ଷମତା ଗ୍ରହଣ କରିବାକୁ ଯାଉଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
5


