Celebrity: ସତ କହିଲେ ସୀମା

5 days ago 3
ARTICLE AD BOX

ଆଜିକାଲି ଅନେକ ସେଲିବ୍ରିଟି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ନାନା ପ୍ରକାରର ପ୍ରାସାଧନିକ ଚିକିତ୍ସା କରାଉଥିଲେ େହଁ ପ୍ରାୟ ସମସ୍ତେ ତାହାକୁ ଗୋପନୀୟ ରଖିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଫ୍ୟାସନ୍‌ ଡିଜାଇନର୍‌ ସୀମା ସଜଦେ ସେ ବିଷୟରେ ବିନା ସଙ୍କୋଚରେ ଆଲୋଚନା କରିଛନ୍ତି। ନେହା ଧୁପିୟା ଓ ଅଙ୍ଗଦ ବେଦୀଙ୍କ ୟୁଟ୍ୟୁବ୍‌ କାର୍ଯ୍ୟକ୍ରମ ‘ଡବଲ୍‌ ଡେଟ୍‌’ରେ ଯୋଗ ଦେଇ ସୀମା ପ୍ରକାଶ କରିଛନ୍ତି ଯେ ସେ ଅନେକ ପ୍ରକାର ସର୍ଜରିବିହୀନ ସୌନ୍ଦର୍ଯ୍ୟୀକରଣ ଚିକିତ୍ସା କରାଇସାରିଛନ୍ତି। ପୂର୍ବ ବର୍ଷମାନଙ୍କରେ ସେ ନିଜ ମୁହଁ ସମେତ ବିଭିନ୍ନ ଅଙ୍ଗରେ ଫିଲର୍ସ, ବଟକ୍ସ, ପ୍ରୋଫାଇଲୋ ଓ ଲେଜର୍‌ ଟ୍ରିଟ୍‌େମଣ୍ଟ କରିଛନ୍ତି। ସେହିପରି ୨୦୨୨ ପରେ ସୋହେଲ ଖାଁଙ୍କ ସହ ବିବାହ ବିଚ୍ଛେଦ ପରର ଜୀବନ ବିଷୟରେ ମଧ୍ୟ ସୀମା ମନଖୋଲା ଆଲୋଚନା କରିଛନ୍ତି।

Father's teachings: କଥାଟିଏ-ଯାଯାବର: ବାପାଙ୍କ ଶିକ୍ଷା

ନିଜଠାରୁ କମ୍ ବୟସର ଯୁବକ ତାଙ୍କୁ ପ୍ରେମ ନିବେଦନ କରନ୍ତି କି ପରାରିବାରୁ ସେ ଏହାର ଆସ୍ତିବାଚକ ଉତ୍ତର ଦେଇଛନ୍ତି। ତେବେ ସେ ପ୍ରେମସମ୍ପର୍କରେ ମା’ର ଭୂମିକା ତୁଲାଇବାରେ ଆଗ୍ରହୀ ନୁହନ୍ତି ବୋଲି ସ୍ପଷ୍ଟ କରିଦେଇଛନ୍ତି। ପୁଣି ଜୀବନରେ ଜଣେ ପୁରୁଷର ଅନୁପସ୍ଥିତି ନେଇ କହିଛନ୍ତି ଯେ ସେ ଏକୁଟିଆ ଜୀବନ ସହ ଅଭ୍ୟସ୍ତ ହୋଇଯାଇଛନ୍ତି। ଏକୁଟିଆ ହୋଇଯିବାର ଭୟ ତାଙ୍କ ମନରେ ନାହିଁ। କେବଳ ବୁଲାବୁଲି ଓ ଖାଦ୍ୟପେୟ ଆଦି ପାଇଁ ସେ ସାଥୀ ଚାହାନ୍ତି, ଅନ୍ୟ ସମୟରେ ଏକାକୀ ସେ ଖୁସି ଥାଆନ୍ତି। ୪୯ ବର୍ଷୀୟା ସୀମାଙ୍କୁ ଶେଷ ଥର ‘ଆଲାଏନ୍‌ସ’ ନାମକ ରିଆଲିଟି ସୋ’ରେ ଦେଖିବାକୁ ମିଳିଥିଲା।

Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’

Read Entire Article
LEFT SIDEBAR AD

Hidden in mobile, Best for skyscrapers.