Chief Minister’s: ଡ୍ରେନ୍‌କୁ ପଶିଲା ମୁଖ୍ୟମନ୍ତ୍ରୀ ବସ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

1 week ago 3
ARTICLE AD BOX

ଭାରସାମ୍ୟ ହରାଇ ଡ୍ରେନକୁ ପଶିଲା ମୁଖ୍ୟମନ୍ତ୍ରୀ ବସ୍। ଅଳ୍ପକେ ବର୍ତ୍ତିଲେ ୩୦ ରୁ ଅଧିକ ଯାତ୍ରୀ। ଘଟଣା ସ୍ଥଳରେ ବେଲଟୁକୁରୀ ପୁଲିସ। ବସଟି ଆମୋଦିରୁ ନୂଆପଡାକୁ ଆସୁଥିବା ବେଳେ ବେଲଟୁକୁରୀ ବଡ଼ ବନ୍ଧ ପାଖରେ ଘଟିଛି ଦୁର୍ଘଟଣା।

 (sambad.in) Chief Minister’s bus plunges into drain Photograph: (sambad.in)

ନୂଆପଡ଼ା: ଭାରସାମ୍ୟ ହରାଇ ଡ୍ରେନକୁ ପଶିଲା ମୁଖ୍ୟମନ୍ତ୍ରୀ ବସ୍। ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ। ଘଟଣା ସ୍ଥଳରେ ବେଲଟୁକୁରୀ ପୁଲିସ। ବସଟି ଆମୋଦିରୁ ନୂଆପଡ଼ାକୁ ଆସୁଥିବା ବେଳେ ବେଲଟୁକୁରୀ ବଡ଼ ବନ୍ଧ ପାଖରେ ଘଟିଛି ଦୁର୍ଘଟଣା। କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।

ବେଲଟୁକୁରୀ ବଡ଼ ବନ୍ଧ ପାଖରେ ଦୁର୍ଘଟଣା

ଦୁର୍ଘଟଣାର ଖବର ପାଇ ବେଲଟୁକୁରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପକ୍ଷରୁ ଘଟଣାସ୍ଥଳରେ ଯାଞ୍ଚ କରାଯିବା ସହ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି

Cattle Smuggling: ଦୁଇ ଗୋରୁ ଚାଲାଣ ଗାଡ଼ି ଧକ୍କା: ଡ୍ରାଇଭର ଆହତ ଅନ୍ୟ ୩ ଫେରାର, ୩୬ ‌ଗାଈ ଉଦ୍ଧାର

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.