College Election: କଲେଜ ନିର୍ବାଚନ ବାତିଲକୁ ନେଇ ଛାତ୍ର ଅଶାନ୍ତି

2 weeks ago 5
ARTICLE AD BOX

ଭଦ୍ରକ ଜିଲ୍ଲାର ଦୁଇଟି କଲେଜରେ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି | ଆଉ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି

 କଲେଜ ନିର୍ବାଚନ ବାତିଲକୁ ନେଇ ଛାତ୍ର ଅଶାନ୍ତି

ଭଦ୍ରକ: ଭଦ୍ରକ ଜିଲ୍ଲାର ଦୁଇଟି କଲେଜରେ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି | ଆଉ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି | ମିଳିଥିବା ସୂଚନା ମୁତାବକ ଭଦ୍ରକ ମହିଳା କଲେଜ ଓ ଭଣ୍ଡାରିପୋଖରୀରେ ଥିବା ନାଆମି କଲେଜ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢନ୍ତୁ: Rugby Series 2026: ୧୦୦ ବର୍ଷର କ୍ରୀଡ଼ା ସମ୍ପର୍କ; ପ୍ରଥମଥର ଭାରତ ଆସିବ ନ୍ୟୁଜିଲାଣ୍ଡର ପୁରୁଷ ଓ ମହିଳା ଦଳ

ମିଳିଥିବା ସୂଚନା ମୁତାବକ ଆଜି ନାମାଙ୍କନ ପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଛାତ୍ରନେତା/ନେତ୍ରୀମାନେ ନାମାଙ୍କନ ଦାଖଲ ପାଇଁ ପ୍ରସ୍ତୁତି ଚଳାଇଥିଲେ | ତେବେ ସକାଳୁ ସକାଳୁ କଲେଜ ପକ୍ଷରୁ ନିର୍ବାଚନ ବାତିଲ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି | କୌଣସି ଅପ୍ରୀତିକର ପରିସ୍ଥିତି ଯେଭଳି ସୃଷ୍ଟି ନ ହେବ ସେଥିପାଇଁ ଭଦ୍ରକ ମହିଳା କଲେଜରେ ବ୍ୟାପକ ପୁଲିସ ମୁତୟନ ହୋଇଥିବାବେଳେ ନାମାଙ୍କନ ବାତିଲକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ତାତି ଦେଖିବାକୁ ମିଳିଛି |

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.