Cricket: ମୁଖ୍ୟ ଚୟନକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ

3 weeks ago 7
ARTICLE AD BOX

ଭାରତୀୟ ପୁରୁଷ ଦଳର ନୂଆ ଚୟନକର୍ତ୍ତା ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିସିସିଆଇ ପକ୍ଷରୁ ଏ ନେଇ ଆଦେବନ ଆହ୍ବାନ କରାଯାଇଛି ଓ ଅକ୍ଟୋବର ୧୪କୁ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଯେଉଁ ଅବସରପ୍ରାପ୍ତ ଖେଳାଳି ଅତି କମରେ ୭ ଟେଷ୍ଟ...

 (internet) BCCI Photograph: (internet)

ମୁମ୍ବାଇ: ଭାରତୀୟ ପୁରୁଷ ଦଳର ନୂଆ ଚୟନକର୍ତ୍ତା ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିସିସିଆଇ ପକ୍ଷରୁ ଏ ନେଇ ଆଦେବନ ଆହ୍ବାନ କରାଯାଇଛି ଓ ଅକ୍ଟୋବର ୧୪କୁ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଯେଉଁ ଅବସରପ୍ରାପ୍ତ ଖେଳାଳି ଅତି କମରେ ୭ ଟେଷ୍ଟ ଓ ୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ କିମ୍ବା ୧୦ ଦିନିକିଆ ଓ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେ​ଳିଥିବେ ଏବଂ ଅତି କମରେ ୫ ବର୍ଷ ପୂର୍ବରୁ ଅବସର ଗ୍ରହଣ କରିଥିଲେ, ସେମାନେ ଆବେଦନ କରିପାରିବେ। ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ରେ ଶେଷ ହୋଇଥିବାବେଳେ ଅବସରପ୍ରାପ୍ତ ସ୍ପିନର ପ୍ରଜ୍ଞାନ ଓଝା ଏବେ ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ଅଛନ୍ତି।

BCCI: ବିସିସିଆଇର ଆଭିମୁଖ୍ୟକୁ ଦଳର ସମର୍ଥନ: ମଜୁମଦାର

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.