ARTICLE AD BOX
ନୂଆଦିଲ୍ଲୀ: ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ମୁମ୍ବାଇ ବ୍ୟାଟର୍ ସର୍ଫରାଜ ଖାନ୍ଙ୍କୁ ସ୍ଥାନ ମିଳିପାରେ। ଫିଟ୍ନେସ୍ ସର୍ତ୍ତରେ ଦଳରେ ସାମିଲ ହୋଇଥିବା ଆହତ ସାଇ ସୁଦର୍ଶନଙ୍କ ସ୍ଥାନରେ ଯୋଗଦେବେ।
Advertisment
ଶ୍ରୀଲଙ୍କା ଗସ୍ତ ବେଳେ ସୁଦର୍ଶନ ଆହତ
ଭାରତ-ଏ’ ଦଳ ପକ୍ଷରୁ ଶ୍ରୀଲଙ୍କା ଗସ୍ତ ବେଳେ ସୁଦର୍ଶନ ଆହତ ହୋଇଥିଲେ। ସେ ସୁସ୍ଥ ହୋଇ ନଥିବାରୁ ଶନିବାର ତାଙ୍କୁ ପୂରା ଶୃଙ୍ଖଳାରୁ ବାଦ୍ ଦିଆଯାଇଛି। ଭାରତ ପକ୍ଷରୁ ସର୍ଫରାଜ ୬ ଟେଷ୍ଟ୍ରେ ୧୧ ପାଳି ଖେଳି ୩୭.୧୦ ହାରରେ ୩୭୧ ରନ୍ କରିଛନ୍ତି। ସର୍ବୋଚ୍ଚ ସ୍କୋର୍ ୧୫୦ ରହିଛି।

2 months ago
17


