ARTICLE AD BOX
ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସାହ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇଥିବା ୩ଜଣ ଯୁବକଙ୍କ ମୃତଦେହ ଲୁଣାନଦୀରୁ ଉଦ୍ଧାର କରାଯାଇଛି।
/sambad/media/media_files/2026/10/20/new-project-5-2026-10-20-18-47-24.jpg)
ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସାହ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇଥିବା ୩ଜଣ ଯୁବକଙ୍କ ମୃତଦେହ ଲୁଣାନଦୀରୁ ଉଦ୍ଧାର କରାଯାଇଛି। ନିଖୋଜ ହେବାର ପ୍ରାୟ ୩ ଘଣ୍ଟା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତିନି ଯୁବକଙ୍କର ମୃତଦେହ ଉଦ୍ଧାର କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
6


