Delivery Boy to Pilot: ଜୋମାଟୋ ଡେଲିଭରିରୁ ପାଇଲଟ୍

2 days ago 8
ARTICLE AD BOX

ସ୍ୱପ୍ନ ଦେଖିବା ସହଜ, କିନ୍ତୁ ସେହି ସ୍ୱପ୍ନକୁ ସତ କରିବା ପାଇଁ ଦରକାର ଅସୀମ ଧୈର୍ଯ୍ୟ, ସାହସ ଓ ଦୃଢ଼ ଇଚ୍ଛାଶକ୍ତି। କଲେଜରେ ୨୦ଟି ବ୍ୟାକ୍‌ଲଗ୍‌, ପରିବାରର ଆର୍ଥିକ ସଙ୍କଟ, କରୋନା ମହାମାରୀ ସମୟରେ ବାପାଙ୍କୁ ହରାଇବା ଏବଂ ବାରମ୍ବାର ଚାକିରିରେ ବିଫଳତା। ଜୀବନରେ ଏତେ ସବୁ ଝଡ଼ ଆସିଥିଲେ ମଧ୍ୟ ନିଜ ସ୍ୱପ୍ନକୁ ମରିବାକୁ ଦେଇନଥିଲେ କେରଳର ଜଣେ ଯୁବକ ହୈଜିଲ୍‌। କେତେବେଳେ ଜୋମାଟୋ ଡେଲିଭରି ପାର୍ଟନର୍‌, କେତେବେଳେ ଗଣିତ ଶିକ୍ଷକ, ତ ପୁଣି କେତେବେଳେ ଟ୍ରକ୍‌ ଓ ବସ୍‌ ଚାଳକ ଭାବେ କାମ କରିଛନ୍ତି ସେ। ଏବେ ୩୦ ବର୍ଷ ବୟସରେ ପାଇଲଟ୍‌ ହେବାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗେଇ ଚାଲିଛନ୍ତି।

Advertisment

Read Entire Article
LEFT SIDEBAR AD

Hidden in mobile, Best for skyscrapers.