Driver Narrowly Escapes: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍: ଅଳ୍ପକେ ବର୍ତ୍ତିଗଲେ ଚାଳକ

1 week ago 5
ARTICLE AD BOX

କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟ ଦେଇ ଯାଉଥିବା ଏକ ଲୁହା ପଥର ବୋଝେଇ ଟ୍ରକରେ ହଠାତ ନିଆଁ ଲାଗି ଯାଇଥିଲା। ଏହି  ଅଗ୍ନିକାଣ୍ଡରେ ଟ୍ରକ ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। 

16 Oct 2026 14:49 IST Updated 16 Oct 2026 14:49 IST

 ଅଳ୍ପକେ ବର୍ତ୍ତିଗଲେ ଚାଳକ

କେନ୍ଦୁଝର: କେନ୍ଦୁଝରଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟ ଦେଇ ଯାଉଥିବା ଏକ ଲୁହା ପଥର ବୋଝେଇ ଟ୍ରକରେ ହଠାତ ନିଆଁ ଲାଗି ଯାଇଥିଲା। ଏହି  ଅଗ୍ନିକାଣ୍ଡରେ ଟ୍ରକ ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। 

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ରାତିରେ ଲୁହାପଥରବୋଝେଇ କରି ଯାଉଥିବା ବେଳେ ହଠାତ୍ ଟ୍ରକରୁ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା। ଚାଳକ ନିଆଁ ଦେଖି ତୁରନ୍ତ ଗାଡ଼ିରୁ ବାହାରି ଯାଇଥିଲେ। ଏହାପରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଟ୍ରକଟି ହୁତୁ ହୁତୁ ହୋଇ ଜଳିଗଲା। ଅଗ୍ନିକାଣ୍ଡ ସମ୍ପର୍କରେ  ସଙ୍ଗେସଙ୍ଗେ ପୁଲିସ୍ ଓ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ଘଟଣସ୍ଥଳରେ ପହଞ୍ଚିଲା ବେଳକୁ ନିଆଁ ସମଗ୍ର ଗାଡ଼ିକୁ ଜାଳିପୋଡ଼ି ପାଉଁଶ କରି ଦେଇଥିଲା।ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।।

ଅଜଣା ନମ୍ବରରୁ କଲ୍‌ ଆସିଲେ ନାଁ ଦେଖାଯିବ: ନଭେମ୍ବର ୧ରୁ ଲାଗୁ

16 Oct 2026 14:49 IST Updated 16 Oct 2026 14:49 IST

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.