ARTICLE AD BOX
Elderly Man Swept Away By Flood Waters Of Kharasrota River In Kendrapara | Argus News କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୂଇଁପୁର ପଞ୍ଚାୟତର ଏକ ନମ୍ବର ୱାର୍ଡ କଳମଡ଼ା ଶାସନ ଖରସ୍ରୋତା ନଦୀର ବନ୍ୟା ପଣି ଘେରରେ ରହିଛି। ସେହି ଗାଁର ୬୫ ବର୍ଷୀୟ ସୀତାକାନ୍ତ ମଳିକ ଗତକାଲି ରାତିରେ ସଉଦା ପାଇଁ ବନ୍ୟା ପାଣିରେ ପଶି ପାଖ ପଞ୍ଚାୟତ ପଦନିପାଳକୁ ଯାଇଥିଲେ। କିନ୍ତୁ ପାଣିର ସ୍ରୋତ ଅଧିକ ଥିବାରୁ ସେ ବନ୍ୟାଜଳରେ ଭାସିଯାଇଥିଲେ। ଆଜି ସକାଳୁ ଅଗ୍ନିଶମ ବାହିନୀ ନଦୀରେ ସୀତାକାନ୍ତଙ୍କୁ ଖୋଜାଖୋଜି ଆରମ୍ଭ କରିଛି..। Ward No. 1 of Bhuinpur Panchayat under Ali police station in Kendrapara district, Kalmada Akasima is surrounded by the flood waters of the Kharasrota river. 65-year-old Sitakant Malik of that village had gone to the nearby Panchayat Padanipal to do some shopping last night. But due to the high water flow, he was swept away by the floodwaters. The fire brigade has started searching for Sitakant in the river since this morning. #KendraparaFlood, #OdishaFloods, #KharasrotaRiver, #AulNews, #RescueOperation, #FloodAlert, #OdishaNews, #BreakingNews, #TragicIncident, #SafetyAlert, #KendraparaUpdate, #OdishaUpdate, #OdiaNews, #BreakingNews, #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

4 days ago
4


