ARTICLE AD BOX
Emotional Rakhi Celebration In Cuttack: BJP Leader Smruti Pattnaik Ties Rakhi To Ex-Servicemen ରାଷ୍ଟ୍ର ସେବା କରି ଅବସର ନେବା ପରେ କେବଳ କ୍ୟାଣ୍ଟିନ କାର୍ଡ ବ୍ୟବହାର ପାଇଁ ଆମେ ମନେ ପଡୁ। ଡ୍ୟୁଟି କରିବା ସମୟରେ ଏକାଠି ହୋଇ ଭଉଣୀମାନେ କିପରି ରାକ୍ଷୀ ପିନ୍ଧାନ୍ତି ସେ ମୁହୂର୍ତ୍ତ ଆମ ପାଇଁ ସ୍ବପ୍ନ ଥିଲା। ହେଲେ ସ୍ମୃତି ଅପା ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଆମମାନଙ୍କୁ ଏକାଠି କରି ରାକ୍ଷୀ ପିନ୍ଧେଇ ସେ ସମୟର ଥିବା ଦୁଃଖକୁ ପୂରଣ କରିଦିଅନ୍ତି। ଏପରି କହିଛନ୍ତି ରାଷ୍ଟ୍ର ସେବାରେ ନିଜର ଯୌବନ ଶେଷ କରିଥିବା ଜଣେ ପୂର୍ବତନ ସୈନିକ। କଟକରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ଅବସରରେ ବରିଷ୍ଠ ବିଜେପି ନେତ୍ରୀ ତଥା ରାଜ୍ୟ ସମ୍ପାଦିକା ସ୍ମୃତି ପଟ୍ଟନାୟକ ପୂର୍ବତନ ସୈନିକଙ୍କୁ ଏକାଠି କରି ସେମାନଙ୍କୁ ମିଠା ଖୁଆଇ ପୂଜା କରି ରାକ୍ଷୀ ବାନ୍ଧିଲେ। In a touching gesture, senior BJP leader and State Secretary Smruti Pattnaik celebrated Raksha Bandhan with retired army personnel in Cuttack. The former soldiers, who spent their youth serving the nation at the borders, expressed their gratitude as they often missed such celebrations during active duty. Following the tradition encouraged by PM Narendra Modi, Smruti Pattnaik honored these brave-hearts with Rakhi, sweets, and prayers. The ex-servicemen shared their emotional experiences, stating how such events make them feel valued by society. Watch this heartwarming report. #RakshaBandhan #ExServicemen #SmrutiPattnaik #Cuttack #IndianArmyHeroes #RakhiCelebration #BJP #OdishaPolitics #RespectOurSoldiers #EmotionalMoments #Patriotism #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
2


