Farmer Dies: ପାରଳାଖେମୁଣ୍ଡି କଲେଜ ରୋଡ୍‌ରେ ଅଟୋ ଧକ୍କା, ଚାଷୀଙ୍କ ମୃତ୍ୟୁ

1 week ago 6
ARTICLE AD BOX

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର କଲେଜ ରୋଡ୍‌ରେ ଅଟୋ ଧକ୍କାରେ ଚାଷୀ ପିତାମ୍ବର ପାଣ୍ଡିଙ୍କ ମୃତ୍ୟୁ। ସେ କେରାଣ୍ଡି ଗ୍ରାମରୁ ଅମଳ ପରିବା ବିକ୍ରି ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

 (sambad.in) Farmer Dies Photograph: (sambad.in)

ପାରଳାଖେମୁଣ୍ଡି: ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ। ପାରଳାଖେମୁଣ୍ଡି ସହର କଲେଜ ରୋଡରେ ଅଟୋ ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଉଛନ୍ତି କେରାଣ୍ଡି ଗ୍ରାମର ପିତାମ୍ବର ପାଣ୍ଡି। ଅମଳ ପରିବା ନେଇ ଏକ୍ସଲ ସାହାଯ୍ୟରେ ବଜାରକୁ ବିକ୍ରି ପାଇଁ ଯାଉଥିବା ବେଳେ ଅଟୋ ଧକ୍କାରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

New Governor: ଆଜି ଶପଥ ନେବେ ନୂଆ ରାଜ୍ୟପାଳ: ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.