Farmland: କେନାଲ୍‌ରେ ପାଣି ନ ଆସିବାରୁ ଚାଷଜମି ଫାଟି ଆଁ

1 week ago 6
ARTICLE AD BOX

ମାହାଙ୍ଗା: ମାହାଙ୍ଗା ବ୍ଲକ୍‌ରେ ବିଭିନ୍ନ ପଞ୍ଚାୟତରେ  ଧାନ ଫସଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲ ଚାଷ କରାଯାଇଥାଏ। ତେବେ, ଜଗତପୁର ଜଳସେଚନ ବିଭାଗ ଅଧୀନରେ ଥିବା ୱାନ୍‌-ସିସି କେନାଲ୍‌ରେ୍‌ ଅଡମ୍ବପୁର ଠାରୁ ଛେଦା ପର୍ଯ୍ୟନ୍ତ ପାଣି ନ ଆସିବାରୁ ଏବେ ଚାଷଜମି ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି କେନାଲ୍‌ର ଶେଷମୁଣ୍ତ ଶୁଖିଲା ପଡ଼ିଛି।

Arrest: ଶ୍ରଦ୍ଧା ଦୁବେଙ୍କୁ ମହାରାଷ୍ଟ୍ରରୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ

ଏହି କେନାଲ୍‌ ଉପରେ ନିର୍ଭର କରୁଥିବା ଚାଷୀମାନେ ଶହଶହ ଏକର ଚାଷଜମିରେ ଧାନ ଫସଲ କରିଛନ୍ତି। କିନ୍ତୁ କେନାଲ୍‌ରେ ପାଣି ଆସୁ ନ ଥିବାରୁ ଚାଷଜମି ଜଳସେଚିତ ହୋଇପାରୁ ନାହିଁ। ଚାଷଜମି ସବୁ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ଚାଷୀଙ୍କ ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରୁ ରଖି କେନାଲ୍‌ରେ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି।

Marco Rubio India Visit: ପାକିସ୍ତାନ କହିଲା- ଭାରତକୁ ବାରମ୍ବାର ମାର୍କୋ ରୁବିଓ ଗସ୍ତ କରୁଛନ୍ତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.