Fire: କୁଲଡିହା ବନ ବିଭାଗ ଅଫିସ ଗୋଦାମ ଗୃହରେ ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ: ୩ ବାଇକ, ବନ୍ଧୁକ ଜଳିଗଲା

56 minutes ago 1
ARTICLE AD BOX

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କୁଲଡିହା ବନ ବିଭାଗ ଅଫିସ ଗୋଦାମ ଗୃହରେ ଆଜି ପୂର୍ବାହ୍ନ ପ୍ରାୟ ୧୦ ଘଟିକା ସମୟରେ ଅଗ୍ନିକାଣ୍ଡ ଘଟିଛି | ହଠାତ ଗୋଦାମ ଘରେ ଥିବା ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ ଘଟିଛି।

 ୩ ବାଇକ, ବନ୍ଧୁକ ଜଳିଗଲା

ନୀଳଗିରି(ଲୋକନାଥ ଦଳେଇ): ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କୁଲଡିହା ବନ ବିଭାଗ ଅଫିସ ଗୋଦାମ ଗୃହରେ ଆଜି ପୂର୍ବାହ୍ନ ପ୍ରାୟ ୧୦ ଘଟିକା ସମୟରେ ଅଗ୍ନିକାଣ୍ଡ ଘଟିଛି | ହଠାତ ଗୋଦାମ ଘରେ ଥିବା ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ ଘଟିଛି।

ଆହୁରି ପଢନ୍ତୁ :East Zone Sport Climbing: ପୂର୍ବାଞ୍ଚଳ ସ୍ପୋର୍ଟ କ୍ଲାଇମ୍ବିଂ: ଓଟିଏସ୍‌ଏଏଫ୍‌କୁ ୫ ପଦକ

ଏହି ଅଗ୍ନିକାଣ୍ଡରେ ଶିକାରୀଙ୍କ ଠାରୁ ଜବତ ହୋଇଥିବା ୩ ବାଇକ, ବନ୍ଧୁକ, ଆସବାବପତ୍ର ଜଳିଯାଇଛି।ଘଟଣାସ୍ଥଳରେ ନୀଳଗିରି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା। ଖବର ପାଇ ଘଟଣା ସ୍ଥଳରେ କୁଲଡିହା ରେଞ୍ଜର ମନୋରଞ୍ଜନ ନାୟକ ଓ ଏସିଏଫ ମାଣିକେଶ୍ବରୀ ହାଁସଦା ପହଞ୍ଚି ତଦାରଖ କରିଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.