ARTICLE AD BOX
ବଲାଙ୍ଗିର ଜିଲ୍ଲା ସଇଁତଳାଠାରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ଦୋକାନଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ଜଣାପଡ଼ିଛି।
/sambad/media/media_files/2026/10/31/sssssa-2026-10-31-13-41-46.png)
ଦେଓଗାଁ /ସଇଁତଳା: ବଲାଙ୍ଗିର ଜିଲ୍ଲା ସଇଁତଳାଠାରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ଦୋକାନଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଆଜି ସାଢ଼େ ୧୨ ଟା ସମୟରେ ସଇଁନ୍ତଲା ନ୍ୟୁ ଗାର୍ମେଣ୍ଟ ପାଖରେ ଥିବା ଫାଷ୍ଟଫୁଡ ଦୋକାନରେ ହଠାତ ନିଆଁ ଲାଗିଯିବାରୁ ଦୋକାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି |
ଆହୁରି ପଢନ୍ତୁ: Israel Parliament: ଇସ୍ରାଏଲର ନୂତନ ସଂସଦରେ ‘ଇହୁଦୀ-ଇସଲାମିକ ସହଯୋଗ ମଡେଲ’!
ତେବେ ଦୋକାନ ଭିତରେ ଥିବା କର୍ମଚାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ମିଳିଛି। ଏନେଇ ସଇଁତଳା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରୁଥିଲେ ବି ହୁତୁହୁତୁ ହୋଇ ଦୋକାନ ଜଳୁଛି । ତେବେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିଥିବା ଜଣାପଡିଛି |
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

41 minutes ago
1


