Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_pb0vka6hpbgc10k8mvlf7klu3m, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Friday film release tradition: ଶୁକ୍ରବାର ଫିଲ୍ମ ରିଲିଜ୍‌ ପରମ୍ପରା - CGPT.IN

Friday film release tradition: ଶୁକ୍ରବାର ଫିଲ୍ମ ରିଲିଜ୍‌ ପରମ୍ପରା

1 month ago 20
ARTICLE AD BOX

ପ୍ରତିବର୍ଷ ଆମ ଦେଶରେ ୧୫୦୦ରୁ ଅଧିକ ସିନେମା ରିଲିଜ୍‌ ହୋଇଥାଏ। କୌଣସି ବିଶେଷ ଅବସର ନଥିଲେ ଏଥିରୁ ପ୍ରାୟ ସିନେମା ଶୁକ୍ରବାର ହିଁ ମୁକ୍ତିଲାଭ କରିଥାଏ। ସିନେମା ନିର୍ମାତାଙ୍କ ଠାରୁ ସିନେପ୍ରେମୀଙ୍କ ଯାଏ ଶୁକ୍ରବାରକୁ ହିଁ ଅନେଇଥାନ୍ତି। ତେବେ କେବଳ ଶୁକ୍ରବାର ହିଁ ଫିଲ୍ମ ହଲ୍‌କୁ ଆସିଥାଏ କାହିଁକି, ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିବା ସ୍ବାଭାବିକ। ଆମ ଦେଶର ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ ୩ ମେ’ ୧୯୧୩, ଶନିବାର ତତ୍କାଳୀନ ବମ୍ବେର କରୋନେସନ୍‌ ଥିଏଟର୍‌ରେ ରିଲିଜ୍‌ ହୋଇଥିଲା। ସେହିପରି ପ୍ରଥମ ସବାକ୍‌ ଫିଲ୍ମ ‘ଆଲମ୍‌ ଆରା’ ମଧ୍ୟ ୧୪ ମାର୍ଚ୍ଚ ୧୯୩୧, ଶନିବାର ଦିନ ହିଁ ମୁମ୍ବାଇର ମେଜେଷ୍ଟିକ୍‌ ଥିଏଟର୍‌ରେ ମୁକ୍ତିଲାଭ କରିଥିଲା।

Workshop: ‘ସରକାର ସହରାଞ୍ଚଳ ସ୍ଥାନୀୟ ନିକାୟକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି’

ତା’ ପରେ ପରେ ଯାହା ବି ଫିଲ୍ମ ପରଦାକୁ ଆସିଛି, ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବାର ନଥିଲା। ସପ୍ତାହର ଯେକୌଣସି ଦିନ ଏହା ରିଲିଜ୍‌ ହେଉଥିଲା। ତେବେ ୧୯୫୦ ଦଶନ୍ଧିର ଶେଷ ଆଡ଼କୁ ଶୁକ୍ରବାର ଫିଲ୍ମ ରିଲିଜ୍‌ର ପରମ୍ପରା ଆରମ୍ଭ ହେଲା। ଏହା ପଛରେ ହଲିଉଡ୍‌ର ପ୍ରଭାବ ଥିଲା। କାରଣ ସେଠାରେ ଶୁକ୍ରବାର ଦିନ ହିଁ ଫିଲ୍ମ ସିନେମା ହଲ୍‌କୁ ଆସୁଥିଲା। ମଲ୍‌ଟିପ୍ଲେକ୍ସ୍‌ ଓ ଆଧୁନିକ ସିନେମାର ବ୍ୟବସାୟକୁ ଦୃଷ୍ଟିରେ ରଖି ଶୁକ୍ରବାରକୁ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଷ୍ଟାଣ୍ଡାର୍ଡ ରିଲିଜ୍‌ ଡେ’ ଭାବେ ଗ୍ରହଣ କରି ନିଆଗଲା। ସେହି ସମୟରେ ୫ ଅଗଷ୍ଟ ୧୯୬୦ ଶୁକ୍ରବାର ଦିନ ଚର୍ଚ୍ଚିତ ଫିଲ୍ମ ‘ମୁଗଲ୍‌-ଏ-ଆଜମ୍‌’ ରିଲିଜ୍‌ ହୋଇ ଅପାର ସଫଳତା ହାସଲ କରିଥିଲା। ଏହାକୁ ନଜରରେ ରଖି ନିର୍ମାତାମାନେ ଶୁକ୍ରବାର ସିନେମା ରିଲିଜ୍‌ ପ୍ରଥା ଆରମ୍ଭ କଲେ। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏହାର ଫାଇଦା ମଧ୍ୟ ମିଳିଲା।

Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା

Read Entire Article
LEFT SIDEBAR AD

Hidden in mobile, Best for skyscrapers.