ARTICLE AD BOX
ପାନପୋଷ ସର୍କିଟ ହାଉସରୁ ରଘୁନାଥପାଲି ପୁଲିସ ବନ୍ଧୁକ ଜବତ କରିଛିl ଏହି ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି l ଜଣେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ଓ ଅନ୍ୟ ଜଣେ ବ୍ରହ୍ମପୁରର l
Raghunathpalli police have recovered a gun from Panposa Circuit House. Photograph: (Sambad.in)ରାଉରକେଲା: ପାନପୋଷ ସର୍କିଟ ହାଉସରୁ ରଘୁନାଥପାଲି ପୁଲିସ ବନ୍ଧୁକ ଜବତ କରିଛିl ଏହି ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି l ଜଣେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ଓ ଅନ୍ୟ ଜଣେ ବ୍ରହ୍ମପୁରର l ସହର ଜଣେ ଯୁବ ବିଜେପି ନେତା ସର୍କିଟ ହାଉସରେ ଦୁଇଟି ସୁଟ ଗତ ଜୁଲାଇ ୨୧ରୁ ବୁକିଂ କରିଥିଲେ l ଗିରଫ ଦୁଇ ଯୁବକଙ୍କ ସମେତ ଯୁବ ବିଜେପି ନେତା ମଧ୍ୟ ରହୁଥିଲେ l
ତଦନ୍ତ ଚଳାଇଛି ପୁଲିସ
ପ୍ରାୟ ୨୫ଦିନ ଧରି ଯୁବ ନେତାକୁ ସର୍କିଟ ହାଉସ କିଏ ଦୁଇଟି ସୁଟ୍ ଦେଇଥିଲା l ଏତେ ଦିନ ଧରି ଏଠାରେ କଣ ଚାଲିଥିଲା l ପୁଲିସ ତାର ତଦନ୍ତ ଚଳାଇଛି l
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
6


