ARTICLE AD BOX
ପାନ ମସଲା ଯାହାକୁ ଖାଇବାକୁ ପ୍ରାୟତ ସମସ୍ତେ ବହୁତ ପସନ୍ଦ କରିଥାଆନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ବିମଲ ପାନମସଲାର ମାଲିକ କିଏ ? ବର୍ଷକୁ ଏହି କମ୍ପାନୀ କେତେ ଟଙ୍କା ଆୟ କରିଥାଏ ।
ପାନ ମସଲା.. ଯାହାକୁ ଖାଇବାକୁ ପ୍ରାୟତ ସମସ୍ତେ ବହୁତ ପସନ୍ଦ କରିଥାଆନ୍ତି। ଗ୍ରାହକଙ୍କୁ ନିଜ ଆଡ଼କୁ ଭିଡ଼ିବା ପାଇଁ ଆକର୍ଷଣୀୟ ପ୍ୟାକେଜିଂଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟିଙ୍କୁ ନେଇ ବିଜ୍ଞାପନ କରିଥାନ୍ତି ବିଭିନ୍ନ କମ୍ପାନି। ହେଲେ ଏହି ବ୍ରାଣ୍ଡ ଗୁଡ଼ିକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ବିଶେଷ କରି ବିମଲ ଇଲାଇଚିର ବିଜ୍ଞାପନକୁ ନେଇ ଏବେ ଭାରି ଚର୍ଚ୍ଚା। ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବଲିଉଡ୍ ଅଭିନେତା ଶାହରୁଖ ଖାନ୍, ଅଜୟ ଦେବଗନ୍ ଏବଂ ଟାଇଗର ଶ୍ରଫଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ତେବେ ଆପଣ ଜାଣିଛନ୍ତି କି ବିମଲ ପାନମସଲାର ମାଲିକ କିଏ? ପ୍ରତି ବର୍ଷକୁ ଏହି ପାନମସଲା କେତେ ରୋଜଗାର କରିଥାଏ ଆସନ୍ତୁ ଜାଣିବା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
3


