ARTICLE AD BOX
Heavy Rain Lashes Gurugram; School Buses Stuck For Hours In Submerged Sector 47 | Argus News ନୂଆଦିଲ୍ଲୀ ଗୁରୁଗ୍ରାମରେ ପ୍ରବଳ ବର୍ଷା । ଜଳମଗ୍ନ ସେକ୍ଟର ୪୭, ଘଣ୍ଟା ଘଣ୍ଟା ଫସିରହିଲେ ସ୍କୁଲ୍ ବସ୍ । ସୋମବାର ହୋଇଥିବା ପ୍ରବଳ ବର୍ଷା ହେତୁ ଗୁରୁଗ୍ରାମର ବିଭିନ୍ନ ଅଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷ କରି ସେକ୍ଟର ୪୭ ଏବଂ ସୁଭାଷ ଛକ ଆଖପାଖ ଅଞ୍ଚଳରେ ପ୍ରବଳ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଖରାପ ପାଣିପାଗ ଯୋଗୁଁ ସ୍କୁଲ୍ଗୁଡ଼ିକୁ ଶୀଘ୍ର ଛୁଟି କରି ଦିଆଯାଇଥିଲେ ହେଁ, ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ବସ୍ଗୁଡ଼ିକ ଟ୍ରାଫିକ୍ ଜାମ୍ରେ ଫସି ରହି ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଛିଡ଼ା ହୋଇରହିଥିଲେ। ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ 'ରେଡ୍ ଆଲର୍ଟ' ଜାରି କରାଯାଇଥିଲା । Fuertes lluvias en Gurugram, Delhi. El Sector 47 quedó inundado y autobuses escolares varados durante horas. La vida cotidiana se vio alterada en varias zonas de Gurugram debido a las fuertes lluvias del lunes. En particular, en las áreas cercanas al Sector 47 y Subhash Chowk, se registraron graves inundaciones. Si bien las escuelas fueron declaradas feriado anticipadamente debido al mal tiempo, los autobuses que regresaban con estudiantes quedaron atrapados en atascos y permanecieron en las carreteras durante horas. El Departamento Meteorológico de la India emitió una alerta roja ante la posibilidad de fuertes lluvias y vientos en la región de Delhi-NCR. #GurugramRain #DelhiNCR #Waterlogging #IMD #RedAlert #TrafficJam #GurugramFloods #Sector47 #RainUpdate #Monsoon2026 #WeatherAlert #SchoolBus #ArgusNews #OdiaNews #BreakingNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 days ago
2


