ARTICLE AD BOX
High-Profile 'Bhabhi-Nanad' Gang Busted In Bhubaneswar; Arrested For Cheating Gold Jewelers ସୁନା ଦୋକାନୀଙ୍କୁ ଚୁନା ଲଗାଉଥିବା ଏକ ହାଇପ୍ରୋଫାଇଲ୍ 'ଭାଉଜ-ନଣନ୍ଦ' ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ପୋଲିସ। ନକଲି ସୁନା ଚେନ୍ ଦେଇ ଅସଲି ସୁନା ଅଳଙ୍କାର ଠକେଇ କରି ଚମ୍ପଟ ମାରୁଥିବା ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ। ରେଳ ଷ୍ଟେସନ୍ ନିକଟରୁ ମୁଖ୍ୟ ଅଭିଯୁକ୍ତା ଲକ୍ଷ୍ମୀ ତିୱାରୀକୁ ଗିରଫ କରାଯିବା ସହ ତାଙ୍କ ପାଖରୁ ଆଇଫୋନ୍ ଏବଂ ସୁନା ବ୍ରେସଲେଟ୍ ଜବତ ହୋଇଛି। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ବାରଣାସୀ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଲଫୋନ୍ ଟ୍ରାକିଂ ଜରିଆରେ ଆଜି ଭୁବନେଶ୍ବର ରେଳ ଷ୍ଟେସନ୍ ନିକଟରୁ ଲକ୍ଷ୍ମୀକୁ କାବୁ କରିଛି ପୋଲିସ। The Kharvel Nagar Police in Bhubaneswar has busted a high-profile inter-state gang of women involved in cheating gold jewelers. The gang, consisting of a sister-in-law duo from Varanasi, Uttar Pradesh, used a unique modus operandi of exchanging fake gold chains with forged hallmark signs for genuine gold jewelry. The main accused, Laxmi Tiwari, was arrested near Bhubaneswar Railway Station with the help of cellphone tracking. Police recovered an iPhone and gold bracelets from her possession. Another member, Sadhna Tiwari, was previously arrested while attempting a similar fraud. Watch the full report to know how they operated. #GoldFraud #BhubaneswarPolice #LadyGang #VaranasiGang #JewelleryTheft #FakeGold #CrimeUpdate #KharvelNagarPolice #SmartThieves #BhubaneswarNews #OdishaCrime #BreakingNews #PoliceAction #AlertJewelers #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
1


