ARTICLE AD BOX
ମେଷ: ନୂଆ କାମରେ ଭାଗ୍ୟର ସହଯୋଗ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବିଶେଷ କାମର ମୂଳଦୁଆ ରଖିବା ଲାଗି ଦିନଟି ଭଲ। ପିଲାମାନଙ୍କ ନୂଆ ଗତିବିଧିରେ ବ୍ୟସ୍ତ ରହିବେ। ଓକିଲଙ୍କ ଲାଗି ଦିନଟି ଭଲ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାମ ପ୍ରଦାନ କରିବେ। ଖେଳ ଜଗତର ଲୋକ ଅଭ୍ୟାସରେ ବ୍ୟସ୍ତ ରହିବେ। ବନ୍ଧୁ ଆପଣଙ୍କ ଘରକୁ ନିମନ୍ତ୍ରଣ ଦେବା ପାଇଁ ଆସିପାରନ୍ତି।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ। ବ୍ୟବସାୟରେ ପୁଞ୍ଜି ଲଗାଇବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ ଭଲ ହେବ। କଳାକ୍ଷେତ୍ରରେ ଥିବା ଲୋକଙ୍କର ଭଲ ଲାଭ ହେବ। ସାମାଜିକସ୍ତରରେ ସକ୍ରିୟ ରହିବେ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ଘରର ବଡ଼ଙ୍କ ସହଯୋଗରେ ଆପଣଙ୍କ କାମ ଜଲଦି ପୂରା ହେବ। ଜୀବନସାଥୀ ଆପଣଙ୍କ ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ। ଘର କ୍ଳେଶ ଦୂର ହେବ। ରାଜନୀତିରେ ସଫଳତା ପାଇବେ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଯୋଗାଯୋଗରେ ବ୍ୟବସାୟ ସମ୍ବନ୍ଧୀୟ ଭଲ ସୂଚନା ପାଇବେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: କଠିନ ପରିସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ପାଖ ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହେବ। ଚାକିରି ଖୋଜୁଥିବା ଲୋକ ଭଲ ଚାକିରି ପାଇବେ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ଆହୁରି ପଢ଼ନ୍ତୁ- 🔴Odisha Cyclone Update: ୬ ଘଣ୍ଟାର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ଅର୍ଣ୍ଣବ’; ସମସ୍ତ ବିଭାଗ ୧୦୦% ସତର୍କ ଅଛନ୍ତି: ପ୍ରଭାତୀ ପରିଡ଼ା
ତୁଳା: କୌଣସି କାମକୁ ନେଇ ଚେଷ୍ଟାରେ ସଫଳତା ପାଇବେ। ମୋବାଇଲ ଓ ଇମେଲରେ ଭଲ ଖବର ପାଇବେ। ବାଲ୍ୟବନ୍ଧୁ ସହିତ ଦୀର୍ଘଦିନ ପରେ ଦେଖା ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ନିଜକୁ ସୁସ୍ଥ ଓ ସବଳ ଅନୁଭବ କରିବେ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ବଡ଼ ଓ ଅଲଗା କାମ କରିବା ପାଇଁ ଭାବିପାରନ୍ତି। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଚେଷ୍ଟା କରିବେ। ଅଫିସରେ ଅଧିକାରୀମାନଙ୍କ ସହଯୋଗ ପାଇବେ। ସ୍ଥଗିତ ଥିବା କାମରେ ଆପଣଙ୍କ ଅନୁଭବ କାମର ଆସିବ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ଆପଣଙ୍କ ରୁଟିନରେ କିଛି ପରିବର୍ତ୍ତନ ଆସିବ। ନୂଆ କୌଶଳର ସାହାରା ନିଅନ୍ତୁ କାମ ସହଜ ହେବ। ବିରୋଧୀପକ୍ଷ ଆପଣଙ୍କ ସାମନାରେ ମତମସ୍ତକ ହେବେ। ଛାତ୍ରଛାତ୍ରୀ ପାଇଁ ସମୟ ଅନୁକୂଳ ରହିବ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ପରିବାର ସାମନାରେ ନିଜର ମତ ରଖିବାର ପୂରା ମଉକା ପାଇବେ। ଆପଣଙ୍କ ଯୋଜନାରେ ଲୋକ ଯଥେଷ୍ଟ ପ୍ରଭାବିତ ହେବେ। ଜୀବନସାଥୀର ଭରପୂର ସହଯୋଗ ଓ ସାନିଧ୍ୟ ପାଇବେ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ଦିନଟି ବ୍ୟସ୍ତତାଭରା ରହିବ। ନିଜର ମାମଲା ବାହାର ଲୋକଙ୍କୁ କହନ୍ତୁ ନାହିଁ। ଅସମ୍ଭବ କାମ ପୂରା ହେବା ଯୋଗୁଁ ଖୁସି ହେବେ। ଚାକିରିଜୀବୀ ନିଜ କାମରେ ଧ୍ୟାନକେନ୍ଦ୍ରୀତ କରି ରହନ୍ତୁ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ମିଳିମିଶି କାମ କରନ୍ତୁ ଯଥେଷ୍ଟ ସଫଳତା ପାଇବେ। ନିବେଶ ମାମଲାରେ ଘରର ବଡ଼ଙ୍କ ଠାରୁ ନୂଆ ପରାମର୍ଶ ପାଇବେ। ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହିବେ। ସାମାଜିକ ପରିସର ବୃଦ୍ଧି ହେବ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

1 hour ago
3


