Horoscope 2026 October 30: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

‌ମେ‌ଷ: ଆପଣଙ୍କୁ ବନ୍ଧୁ ମାଧ୍ୟମରେ ଭଲ ଚାକିରି ମିଳିବ। ତେଜରାତି ଦୋକାନୀଙ୍କର ଭଲ ଲାଭ ହେବ। ଆପଣ ଅନ୍ୟମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।    ‌

Aries

ବୃଷ: ଅଫିସ କାମରେ ଉପରିସ୍ଥ କର୍ମଚାରୀ ପ୍ରଶଂସା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନିତ କରାଯିବ। ଶିକ୍ଷକ କୌଣସି ବିଷୟରେ ବିଦ୍ୟାର୍ଥୀଙ୍କୁ ବୁଝାଇବାରେ ସଫଳ ରହିବେ। ‌   ‌    

Taurus

ମିଥୁନ: ଇଂଜିନିୟର୍ସଙ୍କ ଲାଗି ଦିନଟି ଭଲ। କାମ ପ୍ରତି ଏକାଗ୍ରତା ଓ ନିଷ୍ଠା ବଢ଼ିବ। ପ୍ରିୟଜନଙ୍କ ସହ ଜିନିଷ କିଣିବାକୁ ଯିବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ।‌ ‌

Gemini

କର୍କଟ: ଅଫିସରେ ଆପଣଙ୍କ କାମର ଲୋକେ ପ୍ରଶଂସା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପ୍ରିୟଜନଙ୍କ ସହିତ ବାହାରକୁ ବୁଲିଯିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।  ‌ ‌

Cancer
ସିଂହ: ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କର ସକାରାତ୍ମକ ମାନସିକତା ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ। ‌‌  ‌

Leo

କନ୍ୟା: ଆପଣଙ୍କ ଦାମ୍ପତ୍ୟ ଜୀବନରେ ଉତ୍ସାହର ବାତାବରଣ ରହିବ। ପନିପରିବା ଓ ଫଳ କାରବାରରେ ଆୟ ବଢ଼ିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ।        

Virgo

ଆହୁରି ପଢ଼ନ୍ତୁ- Alcohol in Moisturizers: ଆପଣଙ୍କ ସ୍କିନ୍ କେୟାର ପ୍ରଡକ୍ଟରେ ଆଲ୍‌କୋହଲ୍‌ କାହିଁକି ଥାଏ? ଜାଣନ୍ତୁ ଏହାର ରୋଚକ ବୈଜ୍ଞାନିକ କାରଣ...

ତୁଳା: ଆପଣଙ୍କ ଲାଗି କୌଣସି ଭଲ ଜାଗାରେ ଚାକିରିର ପ୍ରସ୍ତାବ ଆସିପାରେ। ନୂଆ ବ୍ୟବସାୟ କରିବା ଲାଗି ଉତ୍ସୁକ ହୋଇପାରନ୍ତି। ଆପଣଙ୍କର ପଦପ୍ରତିଷ୍ଠା ବୃଦ୍ଧି ହେବ। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।    ‌     

Libra
ବିଛା: ଶରୀର ସୁସ୍ଥ ଓ ସତେଜ ରହିବ। କଳାକ୍ଷେତ୍ରରେ ଆପଣଙ୍କର ରୁଚି ବଢ଼ିବ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ମାଧ୍ୟମ ଦେବେ। ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।     

Scorpio

ଧନୁ: ପ୍ରସାଧନ ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଦରକାର। ବଡ଼ଙ୍କର ପରାମର୍ଶ କାର୍ଯ୍ୟକ୍ଷେତ୍ରରେ ମାର୍ଗଦର୍ଶକ କରିବ। ଶତ୍ରୁଙ୍କୁ ପରାସ୍ତ କରିବେ।

Sagittarius

ମକର: ଆପଣଙ୍କ କାମରେ ମନ ଲାଗିବ। ଦାମ୍ପତ୍ୟ ଜୀବନରେ କୌଣସି ଖୁସି ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ପ୍ରେମୀଯୁଗଳ ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ।

Capricorn
କୁମ୍ଭ: ଘରର ଦାୟିତ୍ବକୁ ଭଲଭାବେ ବୁଝି ପାରିବେ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଧନଲାଭ ଯୋଗ ଅଛି। ଅଫିସରେ ଆପଣଙ୍କ କାର୍ଯ୍ୟ‌ର ଧ୍ୟାନ ଦିଅନ୍ତୁ। କାର୍ଯ୍ୟର ବୋଝ ବଢ଼ିପାରେ।     

Aquarius

ମୀନ: ଅଫିସ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିପାରିବେ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ପରିଜନଙ୍କ ଠାରୁ କୌଣସି କାମରେ ସାହାଯ୍ୟ ପାଇବେ। ବ୍ୟବସାୟରେ ଭଲ ଲାଭ ହେବ। 

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.