Huge Blow To Indians! H-1B Visa Fee May Rise To $1 Lakh; Trump Admin Proposes New Rules | Argus News

2 days ago 2
ARTICLE AD BOX


Huge Blow To Indians! H-1B Visa Fee May Rise To $1 Lakh; Trump Admin Proposes New Rules | Argus News ମହଙ୍ଗା ହେବ ଆମେରିକାର H-1B ଭିସା । ନୂତନ ଶୁଳ୍କ ପ୍ରସ୍ତାବ କାରଣରୁ ଭାରତୀୟ ବୃତ୍ତିଗତମାନେ ପ୍ରଭାବିତ ହେବା ଆଶଙ୍କା ରହିଛି । ଆମେରିକାରେ କାମ କରିବାକୁ ଚାହୁଁଥିବା ବିଦେଶୀ କର୍ମଚାରୀଙ୍କ ପାଇଁ ନୂତନ H-1B ଭିସା ଦେୟରେ ବୃଦ୍ଧି ପାଇଁ ଏକ ପ୍ରସ୍ତାବ ଆଣିଛନ୍ତି ଟ୍ରମ୍ପ ପ୍ରଶାସନ । ପ୍ରସ୍ତାବ ଅନୁଯାୟୀ, ନୂତନ H-1B ଭିସା ଦେୟ ୧ ଲକ୍ଷ ଆମେରିକୀୟ ଡଲାର ବା ପ୍ରାୟ ୯୫ ଲକ୍ଷରୁ ଅଧିକ ହୋଇପାରେ। ନୂଆ ନିୟମ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବେ ଭାରତୀୟ ପ୍ରଫେସନାଲ୍ । Las visas H-1B de EE. UU. se encarecerán. Es probable que los profesionales indios se vean afectados por la nueva propuesta arancelaria. La administración Trump ha presentado una propuesta para aumentar la tarifa de la nueva visa H-1B para trabajadores extranjeros que deseen trabajar en EE. UU. Según la propuesta, la nueva tarifa de la visa H-1B podría ser de 100.000 dólares estadounidenses, o más de 9,5 millones de dólares. Los profesionales indios serán los más afectados por las nuevas normas. #H1BVisa #VisaFeeHike #TrumpPolicy #USVisa #IndianIT #ImmigrationNews #USA #DonaldTrump #IndianProfessionals #WorkVisa #TechNews #USEconomy #GlobalNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.