ARTICLE AD BOX
Husband Kills Wife & Commits Su*cide After Family Dispute In Bhadrak | Argus News ଦୀର୍ଘ 20 ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର । ପରିବାର ଲୋକଙ୍କ ଉପସ୍ଥିତରେ ଉଦ୍ଧାର ହେଲା ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ନଙ୍ଗାମହଲା ଗ୍ରାମରେ ଘଟିଥିବା ହତ୍ୟା ଓ ଆତ୍ମହତ୍ୟା ଘଟଣାର ପୋଲିସ ତଦନ୍ତ ଚାଲିଛି । ଗତକାଲି ଗାଁର ସେକ ମୁସ୍ତାଫ ରାଜା ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ |ତେବେ ମୃତ ମହିଳା ଜଣକ ଘର ଲକ୍ଷ୍ନୌ ହୋଇଥିବାରୁ ଆଜି ତାଙ୍କ ଭାଇ ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ପୁରୁଣା ବଜାର ପୋଲିସ ଶବକୁ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି | In a shocking incident at Nangamahala village in Bhadrak, a man allegedly killed his wife before ending his own life following a domestic dispute. The bodies remained in the house for over 20 hours until the woman's family arrived from Lucknow. Bhadrak Puruna Bazar Police, along with a scientific team and the SP, have launched a detailed investigation into the tragedy. This video covers the heart-wrenching details of the crime scene and the ongoing police inquiry. Stay tuned to Argus News for the latest updates on this case from Bhadrak, Odisha. #Bhadrak #CrimeNews #OdishaCrime #MurderInvestigation #SuicideCase #PurunaBazarPolice #OdishaPolice #BreakingNewsOdisha #LocalNews #BhadrakUpdates #TragicIncident #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
1


