ARTICLE AD BOX
ଲୋକସେବା ଭବନରେ ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସଂପର୍କରେ ଆଲୋଚନା ପାଇଁ ଏହି ବୈଠକ ଆୟୋଜିତ ହେଉଥିବାର ସୂଚନା ରହିଛି।
An important meeting began at Lok Seva Bhawan around noon under the chairmanship of Odisha Chief Minister Mohan Charan Majhi. Photograph: (sambad.in)ଭୁବନେଶ୍ବର: ଲୋକସେବା ଭବନରେ ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସଂପର୍କରେ ଆଲୋଚନା ପାଇଁ ଏହି ବୈଠକ ଆୟୋଜିତ ହେଉଥିବାର ସୂଚନା ରହିଛି। ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
ବୈଠକରେ ପୁଲିସ ଡିଜିଙ୍କ ସହ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଯୋଗଦେଇଥିବା ଜଣାଯାଇଛି । ତେବେ ଏହି ବୈଠକରେ କେଉଁ ପ୍ରସଙ୍ଗକୁ ନେଇ ଆଲୋଚନା ହେବ ଏବଂ କେଉଁ ନିଷ୍ପତ୍ତି ନିଆଯିବ, ତାହା ଉପରେ ରହିଛି ନଜର।
Elephant: ୧୦ ମାସ ପରେ ପୁଣି ଫେରିଲା ଦନ୍ତା, ଘେରି ରହିଛନ୍ତି ୨୦ ଜଣିଆ ବନବାହିନୀ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

6 days ago
5


