ARTICLE AD BOX
India Vs England Women's Hockey World Cup | Salima Tete To Lead Team India | Argus News ଆଜି ହକିରେ ଭାରତୀୟ ମହିଳା ଦଳର ଭାଗ୍ୟ ପରୀକ୍ଷା। ହକି ବିଶ୍ୱକପ୍ ମହାକୁମ୍ଭରେ ଆଜି ଇଂଲଣ୍ଡକୁ ଭେଟିବ ଭାରତୀୟ ମହିଳା ହକି ଦଳ। ନେଦରଲ୍ୟାଣ୍ଡ ସ୍ଥିତ ଆମେଷ୍ଟରଡମ୍ ୱାଗେନେର ଷ୍ଟାଡିୟମ୍ ରେ ଭାରତୀୟ ସମୟ ସନ୍ଧ୍ୟା ୬.୩୦ ରେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍। ଭାରତୀୟ ମହିଳା ଦଳ ପାଇଁ ଆଜିର ମ୍ୟାଚ୍ ବିଶ୍ୱକପ୍ ଇତିହାସରେ ନୂଆ ଊର୍ଜା ଭରିପାରେ। Today is the test of luck for the Indian women's hockey team. The Indian women's hockey team will face England today in the Hockey World Cup. This high-voltage match will be played at 6.30 PM Indian time at the Wagener Stadium in Amsterdam, Netherlands. Today's match can add new energy to the history of the World Cup for the Indian women's team. #HockeyWorldCup #TeamIndia #IndianHockey #IndiaVsEngland #SalimaTete #WomensHockey #ChakDeIndia #OdishaForHockey #HockeyIndia #SportsNews #WorldCup2026 #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
4


