Indian Rugby: ଏସୀୟ ରଗ୍‌ବି ସେଭେନ୍ସ ସରିଜ୍‌ ଶ୍ରୀଲଙ୍କା ଲେଗ୍‌-୨: ଭାରତୀୟ ଦଳରେ ଓଡ଼ିଶାରୁ ୮

2 weeks ago 8
ARTICLE AD BOX

ଭୁବନେଶ୍ବର: ଏସୀର ରଗ୍‌ବି ଏମିରେଟ୍‌ସ ସେଭେନ୍ସ ସିରିଜ୍‌ ଫାଇନାଲ୍‌ ରାଉଣ୍ଡ (ଲେଗ୍‌-୨) ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳ‌ରେ ଓଡ଼ିଶାରୁ ୮ (୩ ପୁରୁଷ, ୫ ମହିଳା) ଜଣ ଖେଳାଳି ରହିଛନ୍ତି। ୧୨ ଜଣିଆ ପୁରୁଷ ଦଳରେ ଗଣେଶ ଧଙ୍ଗଡ଼ା ମାଝୀ, ଜୁଗଳ କିଶୋର ମାଝୀ ଓ ଆଶିଷ ସବର ରହିଥିଲା ବେଳେ ମହିଳା ଦଳରେ ଡୁମୁନି ମାର୍ଣ୍ଡି, ନିର୍ମାଲ୍ୟ ରାଉତ, ମାମା ନାଏକ, ଆରତି ମୁର୍ମୁ ଓ ପାର୍ବତୀ ହାଁସ୍‌ଦା ରହିଛନ୍ତି।

ଓଡ଼ିଶାରୁ ୮ ଖେଳାଳି

ଚଳିତ ମାସ ୧୭ ଓ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇଦିନିଆ ପ୍ରତିଯୋଗିତା ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ହେବ। ଏଥିରେ ମୋଟ ୨୪ (୧୨ ଲେଖାଏଁ ପୁରୁଷ ଓ ମହିଳା) ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିନ ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିଲା ବେଳେ ଦ୍ବିତୀୟ ଦିନ ନକ୍‌ଆଉଟ୍‌ ସହ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ମହମୁଦ ପ୍ରଥମ ବାଂଲାଦେଶ ଦ୍ରୁତ ବୋଲର

Read Entire Article
LEFT SIDEBAR AD

Hidden in mobile, Best for skyscrapers.