ARTICLE AD BOX
ନୂଆଦିଲ୍ଲୀ: ବିଦେଶୀ ନିବେଶକମାନେ ଭାରତର ଇକ୍ବିଟି ବଜାରରେ ସେମାନଙ୍କ ସେୟାର କ୍ରୟ ଜାରି ରଖିଛନ୍ତି। ଅଗଷ୍ଟ ମାସରେ ଏପର୍ଯ୍ୟନ୍ତ ସେମାନେ ୨୩୫୪୪ କୋଟି ଟଙ୍କା ମୂଲ୍ୟର ସେୟାର କିଣିଛନ୍ତି। କମ୍ପାନିଗୁଡ଼ିକର ତ୍ରୟମାସିକ ଆର୍ଥିକ ଫଳାଫଳ ଭଲ ରହିବା ସହିତ ଟଙ୍କାର ବିନିମୟ ମୂଲ୍ୟରେ ସ୍ଥିରତା ଆଦି କାରଣରୁ ବିଦେଶୀ ନିବେଶକମାନେ ଭାରତରେ ନିବେଶ ଜାରି ରଖିଛନ୍ତି। ଜୁଲାଇ ମାସରେ ସେମାନେ ୨୦,୨୦୦ କୋଟି ଟଙ୍କା ନିବେଶ କରିଥିଲେ। ତାହା ପୂର୍ବରୁ ଜୁନ୍ରେ ୪୯,୩୪୦ କୋଟି, ମେରେ ୩୨୯୬୩ କୋଟି, ଏପ୍ରିଲରେ ୬୦,୮୪୭ କୋଟି ଏବଂ ମାର୍ଚ୍ଚରେ ୧.୧୭ ଲକ୍ଷ କୋଟି ଟଙ୍କା ଭାରତୀୟ ଇକ୍ବିଟି ବଜାରରୁ ଉଠାଇ ନେଇଥିଲେ।
Advertisment

4 days ago
3


