Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_0lnq0cnjiv9rsg40bbt4p3khtn, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Janhvi Danced, Radhika Grooved : ନାଚିଲେ ଜାହ୍ନବୀ, ଝୁମିଲେ ରାଧିକା - CGPT.IN

Janhvi Danced, Radhika Grooved : ନାଚିଲେ ଜାହ୍ନବୀ, ଝୁମିଲେ ରାଧିକା

1 month ago 15
ARTICLE AD BOX

ଚର୍ଚ୍ଚାରେ ଅମ୍ବାନୀ ପରିବାରର ସାନ ବୋହୂ ରାଧୀକା ଅମ୍ବାନୀ। ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ତାଙ୍କ ଡ୍ୟାନ୍ସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଅମ୍ବାନୀ ପରିବାରର ସବୁଠାରୁ ସାନ ବୋହୂ ହେଉଛନ୍ତି ରାଧିକା ଅମ୍ବାନୀ। ବିବାହ ପରଠାରୁ ସେ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। କେତେବେଳେ ତାଙ୍କ ଡ୍ରେସ୍ କୁ ନେଇ ତ ଆଉ କେତେବେଳେ ତାଙ୍କ ଗହଣାକୁ ନେଇ ଚର୍ଚ୍ଚା ହୋଇଥାଏ। ଏବେ ପୁଣି ତାଙ୍କ ଡ୍ୟାନ୍ସକୁ ନେଇ ସେ  ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ତାଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଦୁହେଁ ମନଖୋଲି ନାଚୁଥିବାର  ଦେଖିବାକୁ ମିଳିଛି। ଜାହ୍ନବୀ ଓ ରାଧିକାଙ୍କ ଏହି ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.