Jayalukkas: ଜୟଆଲୁକ୍କାସର ନୂଆ କର୍ପୋରେଟ୍‌ କାର୍ଯ୍ୟାଳୟ

1 week ago 5
ARTICLE AD BOX

ଭୁବନେଶ୍ବର: ଦେଶର ଅଗ୍ରଣୀ ଗହଣା ପ୍ରତି‌ଷ୍ଠାନ ଜୟଆଲୁକ୍କାସ ପକ୍ଷରୁ କୋଚିର ପଲ୍ଲାରିଭଟମସ୍ଥିତ ଜାତୀୟ ରାଜପଥ ବାଇପାସ୍‌ରେ ନୂଆ କର୍ପୋରେଟ୍‌ କାର୍ଯ୍ୟାଳୟ ଉଦ୍‌ଘାଟନ କରାଯାଇଛି। ଜୟଆଲୁକ୍କାସ ଗ୍ରୁପ୍‌ର ଅଧ୍ୟକ୍ଷଓ ପରିଚାଳନା ନିର୍ଦ୍ଦେଶକ ଜୟ ଆଲୁକ୍କାସ ଓ ନିର୍ଦ୍ଦେଶକ ଜଲି ଜୟ ଆଲୁକ୍କାସ ନୂଆ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। 

ଆହୁରି ପଢନ୍ତୁ :Flight: ଦୁଇଥର କମିଲା ବେଗ, ୨ ଘଣ୍ଟାର ଆତଙ୍କ: ମ୍ୟୁନିକ୍‌ ବିମାନବନ୍ଦରରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଭିଏତନାମ୍‌ ବିମାନ

ଏହି ଅବସରରେ କମ୍ପାନିର ସିଇଓ ଜନ୍‌ ପଲ୍‌ ଆଲୁକ୍କାସ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଣ୍ଟୋନି ଜୋସ୍‌, ଥୋମାସ୍‌ ମାଥ୍ୟୁ ଏବଂ ନିର୍ଦ୍ଦେଶକ ସୋନିୟା ଆଲୁକ୍କାସ, ମେରୀ ଆଣ୍ଟୋନି ଓ ଏଲସା ଜୟ ଆଲୁକ୍କାସ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.