ARTICLE AD BOX
Kharif Farmer Registration Crosses 10 Lakh Mark In Odisha; Deogarh & Koraput Lead The Race | Argus News ରାଜ୍ୟରେ ଖରିଫ ପଞ୍ଜୀକରଣ ୧୦ ଲକ୍ଷ ଟପିଲା ରାଜ୍ୟରେ ଖରିଫ ୨୦୨୬-୨୭ ଋତୁ ପାଇଁ ଆରମ୍ଭ ହୋଇଥିବା ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ବେଶ୍ ଉତ୍ସାହଜନକ ଭାବେ ଆଗେଇ ଚାଲିଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ ପଞ୍ଜୀକରଣ ସଂଖ୍ୟା ୧୦ ଲକ୍ଷରୁ ଅଧିକ ଅତିକ୍ରମ କରିଛି। ସରକାରୀ ଆକଳନ ଅନୁଯାୟୀ, ଅଗଷ୍ଟ ୨୫ ସୁଦ୍ଧା ମୋଟ ୧୦ ଲକ୍ଷ ୪୫ ହଜାର ୫୩୧ ଜଣ ଚାଷୀ ଖରିଫ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜୀକୃତ କରିସାରିଛନ୍ତି। El registro de agricultores para la temporada Kharif 2026-27, que ya comenzó en el estado, avanza a buen ritmo. Hasta la fecha, el número total de inscripciones ha superado el millón. Según estimaciones del gobierno, hasta el 25 de agosto, un total de 1.045.531 agricultores se han registrado para la venta de arroz Kharif. #OdishaFarmers #KharifRegistration #AgricultureNews #PaddyProcurement #OdishaGovt #FarmerUpdate #Kharif2026 #Deogarh #Koraput #Bargarh #FarmerRegistration #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 days ago
5


