ARTICLE AD BOX
ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରେ ଖୁସିର ମାହୋଲ ଥିବା ସମୟରେ ଆଜି କୋଲକାତାରେ ସପ୍ତମୀ ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପର ଏକ ଭାଗ ଭୁଶୁଡ଼ି ପଡ଼ିଛି।
/sambad/media/media_files/2026/10/17/new-project-6-2026-10-17-22-05-21.jpg)
କୋଲକାତା: ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରେ ଖୁସିର ମାହୋଲ ଥିବା ସମୟରେ ଆଜି କୋଲକାତାରେ ସପ୍ତମୀ ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପର ଏକ ଭାଗ ଭୁଶୁଡ଼ି ପଡ଼ିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଅଭାବନୀୟ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା: ଏହି ଖବରକୁ କ୍ରମାଗତ ଅପ୍ଡେଟ୍ କରାଯାଉଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
7


