ARTICLE AD BOX
Man Arrested In Bhubaneswar For Cheating Woman Over Promise Of Marriage | Infocity Police Action | Argus News ମହିଳାଙ୍କୁ ବିବାହର ପ୍ରଲୋଭନ ପରେ ପ୍ରତାରଣା । ଚଣ୍ଡୀଖୋଲରୁ ପ୍ରତାରକ ପ୍ରେମିକକୁ ଉଠାଇ ଆଣିଲା ଇନ୍ଫୋସିଟି ଥାନା ପୋଲିସ । ଅଭିଯୁକ୍ତ ପ୍ରେମିକ ଜଣଙ୍କ ହେଲେ ତପନ ନାୟକ, ଘର ଢେଙ୍କାନାଳ ଜିଲ୍ଲା କୁସୁମଜୋଡି । ସୂଚନା ମୁତାବକ ବାଲୁଗାଁ ଅଞ୍ଚଳର ମହିଳା ଜଣଙ୍କ ୧୫ ବର୍ଷ ପୂର୍ବେ ବିବାହ କରିଥିଲେ ମଧ୍ୟ କୌଣସି କାରଣରୁ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ପରେ ଅଭିଯୁକ୍ତ ସହ ମହିଳାଙ୍କ ସମ୍ପର୍କ ବଢିଥିଲା। ଦୁହେଁ ଲିଭ ଇନରେ ମଧ୍ୟ ରହୁଥିଲେ। ବିବାହ କରିବାକୁ କଥା ହୋଇଥିଲେ । କିନ୍ତୁ ପରେ ତପନ ମହିଳା ଜଣଙ୍କୁ ବିବାହ ନକରିବାରୁ ସେ ଇନ୍ଫୋସିଟି ଥାନାର ଦ୍ୱାରସ୍ଥ ହୋଇଥିଲେ । ଗତକାଲି ରାତିରେ ପୋଲିସ ଅଭିଯୁକ୍ତ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । Infocity Police in Bhubaneswar has arrested a man named Tapan Nayak from Dhenkanal district for allegedly cheating a woman on the pretext of marriage. According to reports, the woman, who hails from Balugaon, was in a live-in relationship with Tapan. Although he had promised to marry her, he later backed out of his commitment. Following a complaint filed by the victim at the Infocity Police Station, the police tracked down Tapan in Chandikhole and took him into custody. He was forwarded to court last night. Watch Argus News for the latest updates on this case and other crime news from Odisha. #BhubaneswarCrime #CheatingCase #InfocityPolice #OdishaNews #MarriageFraud #LiveInRelationship #PoliceAction #DhenkanalNews #BhubaneswarNews #JusticeForWomen #CrimeUpdateOdisha #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
2


