ARTICLE AD BOX
Man Drowns To De*th In Canal At Cuttack Tigiria While Rescuing Wife From Rain | Argus News ନାଳ ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ଜଣେ ନୀରିହ ବ୍ୟକ୍ତିଙ୍କ ଜୀବନ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତରୁ ଆସିଛି ଏହିଭଳି ଏକ ହୃଦୟବିଦାରକ ଘଟଣା।ହରିଡ଼ା ପଶି ଗ୍ରାମର ୫୨ ବର୍ଷୀୟ ରମେଶ ପରିଡ଼ା ଗତକାଲି ଅପରାହ୍ନରେ ବର୍ଷା ସମୟରେ ବିଲରୁ ପତ୍ନୀଙ୍କୁ ଆଣିବାକୁ ଯାଇଥିଲେ। ସେଠାରେ ବାଲି ଚକ୍ରୀ ନାଳରେ ଧୁଆଧୋଇ ହେଉଥିବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ସେ ପାଣିର ସୁଅରେ ଭାସି ଯାଇଥିଲେ। ଗତକାଲି ରାତି ସାରା ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ତେବେ ଆଜି ସକାଳେ ନାଳ ମଧ୍ୟରୁ ରମେଶ ପରିଡ଼ାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। A tragic incident has been reported from Achalakote Panchayat under Tigiria Police Station in Cuttack district. 52-year-old Ramesh Parida of Haridapashi village lost his life after being swept away by the strong currents of the Bali Chakri canal. The mishap occurred when Ramesh had gone to fetch his wife from the fields during heavy rain. Despite an extensive search operation by the Fire Services team since yesterday, his body was recovered only this morning. This heartbreaking event has left the local community in deep mourning. Watch the full report on Argus News. #CuttackNews #TigiriaNews #DrowningIncident #OdishaTragedy #RainMishap #FireServicesOdisha #BreakingNewsOdisha #LocalNews #CuttackUpdate #Heartbreaking #SafetyAlert #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

5 days ago
2


